Latest Odisha News

BREAKING NEWS

ସୀମାରେ ସ୍ୱାଧୀନତା ଦିବସ: ଲଦାଖରେ ଉଡ଼ିଲା ତ୍ରିରଙ୍ଗା

ଶ୍ରୀଗନର: ସୀମାରେ ସ୍ୱାଧୀନତା ଦିବସ ପାଳନ କଲେ ଦେଶରେ ଜାଗ୍ରତ ପ୍ରହରୀ । ଲଦାଖର ବିବାଦୀୟ ପାଙ୍ଗୋଙ୍ଗ ସୁରେ ଆଇଟିବିପି ଯବାନ ୭୫ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଏହି ଅବସରରେ ସେମାନେ ସମୂହ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭାରତ ମାତାର ନାରାରେ କମ୍ପିଥିଲା ପାଙ୍ଗୋଙ୍ଗ ସୁ ଅଞ୍ଚଳ । ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ମନେ ପକାଇଥିଲେ ବୀର ଯବାନ ।

Leave A Reply

Your email address will not be published.