Latest Odisha News

BREAKING NEWS

Browsing Tag

aazadi ki amrit mahotsav

ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତି ମହିଳା ଗୋଷ୍ଠୀ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ଶନିବାର ରାଜ୍ୟର ବିଭିନ୍ନ ଅଂଚଳର ମିଶନ ଶକ୍ତି ସଦସ୍ୟା ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି । ପ୍ରତି ବଦଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…

ଏଏସଆଇ ସଂରକ୍ଷିତ ସମସ୍ତ ସ୍ମାରକୀ ଅଗଷ୍ଟ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ମାଗଣା

ଭୁବନେଶ୍ୱର: ଭାରତର ୭୫ ତମ ସ୍ୱାଧୀନତା ଦିବସ ତଥା 'ଆଜାଦୀ କା ଅମୃତ ମହୋତ୍ସବ' ଅବସରରେ ଏଏସଆଇ ପକ୍ଷରୁ ଆସିଛି ବଡ଼ ଉପହାର । ଦେଶରେ ଏଏସଆଇ ଦ୍ୱାରା ସଂରକ୍ଷିତ ସମସ୍ତ ସ୍ମାରକୀ ଏବଂ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ଟିକେଟ୍ ଫ୍ରି ଅର୍ଥାତ୍ ମାଗଣା କରାଯାଇଛି । ଅଗଷ୍ଟ୫ ତାରିଖରୁ ୧୫…

ବୁଧବାର ନଷ୍ଟ ହେବ ୪୨ ହଜାର କିଲୋ ନିଶା ଦ୍ରବ୍ୟ

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୪୨ ହଜାର କିଲୋ ନିଶା ଦ୍ରବ୍ୟ ବୁଧବାର ନଷ୍ଟ କରାଯିବ । ବିଗତ ମାସରେ ଜବତ ହୋଇଥିବା ନିଶା ଦ୍ରବ୍ୟ ନଷ୍ଟ କରାଯିବ । ଦେଶ ୧୪ଟି ସ୍ଥାନରେ ଏହି ଦ୍ରବ୍ୟ ସରକାରୀ ପ୍ରକ୍ରିୟା ଅନୁସାରେ ଜବତ ନିଶା ସାମଗ୍ରୀ ଗୁଡ଼ିକୁ ନଷ୍ଟ କରାଯିବ ବୋଲି ଅର୍ଥ…

ଫୋଟୋ ଚିତ୍ର ପ୍ରଦର୍ଶନୀ ‘ଆଜାଦୀ କା ଅମୃତ ମହୋତ୍ସବ’ ଉଦଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ୫ ଦିନିଆ 'ଆଜାଦୀ କା ଅମୃତ ମହୋତ୍ସବ' ଶୀର୍ଷକ ଫୋଟୋ ଚିତ୍ର ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏହି ଅବସର 'ଓଡ଼ିଶାରେ ଗାନ୍ଧୀ 'ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରକୁ ଭାରତୀୟ ସୂଚନା ସେବାର ବରିଷ୍ଠ…