Latest Odisha News
Browsing Tag

Abhaya

କରୋନା ମୁକାବିଲା ପାଇଁ ଗଞ୍ଜାମ ଗଲେ ୪ ପୋଲିସ ଅଧିକାରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସାଂଘାତିକ ହେଉଛି । ଗତ ୪୮ ଘଣ୍ଟା ଭିତରେ ପ୍ରାୟ ୫ ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ମୁକାବିଲା ପାଇଁ ଗଞ୍ଜାମ ଯାଇଛନ୍ତି ଚାରି ଜଣ ପୋଲିସ ଅଧିକାରୀ । ଚାରି ଜଣ ଯୁବ ଡିଏସପିଙ୍କୁ ପଠାଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି…

ଆସନ୍ତା ୯ରେ ପୋଲିସ ଡିଜି ଭାବେ ଦାୟିତ୍ୱ ନେବେ ଅଭୟ

ଭୁବନେଶ୍ୱର: ଓଡିଶା ପୋଲିସର ନୂଆ ମହାନିର୍ଦ୍ଦେଶକ (ଡିଜି) ଭାବେ ଆସନ୍ତା ୯ ତାରିଖରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ଅଭୟ । ଆସନ୍ତା ସୋମବାର  ବିଧିବଦ୍ଧ ଭାବେ ଅଭୟ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ପୋଲିସ ଡିଜି ଦାୟିତ୍ୱରେ…