ପାଠକ ବାପା ପୁଅଙ୍କୁ ଭିଜିଲାନ୍ସ କୋର୍ଟରେ ମିଳିଲା ଜାମିନ
ଭୁବନେଶ୍ୱର: ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅଙ୍କୁ ମିଳିଲା ଜାମିନ । ଭିଜିଲାନ୍ସ କୋର୍ଟରେ ଉଭୟଙ୍କୁ ଜାମିନ ମିଳିଛି । ୬୦ ଦିନ ଭିତରେ ଚାର୍ଜସିଟି ଦାଖଲ ହୋଇ ନ ପାରିବାରୁ ଏହି ଜାମିନ ମିଳିଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…