Latest Odisha News

BREAKING NEWS

Browsing Tag

Adani Dhamra Port

ଆଦାନୀ ଧାମରା ପୋର୍ଟରେ କରୋନା ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି

ଧାମରା: ବିଶ୍ୱବ୍ୟାପୀ କରୋନା ଭାଇରସ୍‌କୁ ନେଇ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଦାନୀ ଧାମରା ପୋର୍ଟ ଏଥିରୁ ବାଦ୍ ପଡ଼ିନାହିଁ । ପୋର୍ଟ କର୍ତ୍ତୃପକ୍ଷ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରୁଛନ୍ତି । ଏହି ସଂକ୍ରାନ୍ତ ୨୮ ଜାନୁଆରୀ ୨୦୨୦…

ଧାମରା ପୋର୍ଟର ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆରୋଗ୍ୟ କେନ୍ଦ୍ର ଶୁଭାରମ୍ଭ

ଭୁବନେଶ୍ବର: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଡିସେମ୍ବର ୮ ତାରିଖରେ ଭଦ୍ରକ ଜିଲ୍ଲା ଦୋସିଙ୍ଗା ପଞ୍ଚାୟତସ୍ଥିତ ନରସିଂହପ୍ରସାଦ ଗ୍ରାମରେ ଏକ ଆରୋଗ୍ୟ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଚାନ୍ଦବାଲି ବିଧାୟକ…

ଆଦାନୀ ଧାମରା ପୋର୍ଟରେ ‘ଓନାମ’ ଉତ୍ସବ ପାଳିତ

ଧାମରା: ଦକ୍ଷିଣ ଭାରତୀୟ (ମାଲାୟାଲମ)ମାନଙ୍କର ଏକ ପ୍ରସିଦ୍ଧ ବାର୍ଷିକ କୃଷିଭିତ୍ତିକ ପର୍ବ ‘ଓନାମ’ ଆଦାନୀ ଧାମରା ପୋର୍ଟ କମ୍ୟୁନିଟୀ ହଲରେ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଧାମରା ପୋର୍ଟର ସମସ୍ତ ଅଧିକାରୀ ତଥା ପରିବାର ସଦସ୍ୟ ଏହି ‘ଓନାମ’ ପର୍ବ କୁ ବେଶ୍ ଆନନ୍ଦ ଉତ୍ସାହର…