Latest Odisha News

BREAKING NEWS

Browsing Tag

Admission

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖା

ଭୁବନେଶ୍ଵର: ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ ଫଳରେ ଉଭୟ ଶିଳ୍ପ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ସାରା ବିଶ୍ୱରେ ଆଜି ବ୍ୟାପକ ପରିବର୍ତ୍ତନ ଆସିଛି। ତେଣୁ ବର୍ତ୍ତମାନର ଚାହିଦା ଅନୁଯାୟୀ ଯୁବପିଢ଼ିଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ଜରୁରୀ ହୋଇପଡ଼ିଛି । ଏହି…

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା କଟ୍ ଅଫ୍ ମାର୍କ, ଅନ୍ୟ କଲେଜଠୁ ପଛରେ ବିଜେବି ଓ ରେଭେନ୍ସା

ଭୁବନେଶ୍ୱର: ସ୍ନାତକରେ ନାମଲେଖା ପାଇଁ ଆଜି କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ୍ ଅନୁଯାୟୀ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । କଳା ଓ ବିଜ୍ଞାନରେ ରାଜ୍ୟର ଅନ୍ୟ କଲେଜ ବିଜେବି ଓ ରେଭେନ୍ସାକୁ ପଛରେ ପକାଇଛନ୍ତି…

ଯୁକ୍ତ ୨ ନାମଲେଖା ପାଇଁ ୧୮ ତାରିଖରୁ ଅନଲାଇନ୍ ଆବେଦନ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୨ ନାମଲେଖା ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୧୮ ତାରିଖ ଦିନ ୧୧ଟାରୁ ସାମ୍ସ ୱେବସାଇଟ୍ www.samsodisha.gov.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୨୭ ତାରିଖ…

ଆଜିଠୁ +୨ ନାମଲେଖା ପାଇ ଆବେଦନ ପ୍ରକ୍ରିୟା ଆରମ୍ଭ, ଏମିତି କରିବେ ପଞ୍ଜିକରଣ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ www.samsodisha.gov.in ଜରିଆରେ ଛାତ୍ରଛାତ୍ରୀ ଆବେଦନ…

ନଭେମ୍ବର ୯ରୁ ଡିଗ୍ରୀ କଲେଜରେ ସ୍ପଟ୍ ଆଡମିଶନ୍‌

ଭୁବନେଶ୍ୱର: ଓଡିଶାର ଡିଗ୍ରୀ କଲେଜ ଗୁଡିକରେ ଆସନ୍ତା ନଭେମ୍ବର ୯ ତାରିଖରୁ ସ୍ପଟ୍ ଆଡମିଶନ୍ ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଳକା ସିଟ୍ ପାଇଁ ନଭେମ୍ବର ୯ରେ ସାମସ୍ ୱେବସାଇଟରେ ସୂଚନା ବାହାରିବ। ଆବେଦନକାରୀ ମାନେ ନଭେମ୍ବର ୧୦ ତାରିଖ ଅପରାହ୍ନ ୪ଟାରୁ…

ଗର୍ଭବତୀଙ୍କୁ ହସ୍ପିଟାଲରେ ମିଳିଲାନି ଆଡମିଶନ, ନବଜନ୍ମିତ ଶିଶୁର ମୃତ୍ୟୁ !

ରାଜସ୍ଥାନ: ଯାଂଚ ଘେରରେ ରାଜସ୍ଥାନର ଭରତପୁର ସରକାରୀ ହସ୍ପିଟାଲ । ଗର୍ଭବତୀ ମହିଳା ଜଣକ ମୁସଲମାନ ହୋଇଥିବାରୁ ତାଙ୍କୁ ଭର୍ତ୍ତି କରିବା ବଦଳରେ ହସ୍ପିଟାଲ କର୍ମଚାରୀ ବାରଣ କରିଥିଲେ । Rajasthan: A pregnant woman was allegedly denied admission into Janana Hospital,…

ଖୁବଶୀଘ୍ର ପ୍ରକାଶ ପାଇବ +୨ ନାମଲେଖା ବିଜ୍ଞପ୍ତି ପ୍ରକ୍ରିୟା

ଭୁବନେଶ୍ୱର : ଓଡିଶାରେ ଯୁକ୍ତ ୨ କଲେଜ ଗୁଡିକରେ ନାମଲେଖା ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ବାର୍ଷିକ ମ୍ୟାଟ୍ରିକ୍, ସିବିଏସଇ ଓ ଆଇସିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୀଘ୍ର ପ୍ରକାଶିତ…