Latest Odisha News
Browsing Tag

afghanistan

ଦେଶ ଛାଡ଼ି ପଳାଇଲେ ଆଫଗାନିସ୍ତାନ ରାଷ୍ଟ୍ରପତି

କାବୁଲ: ପୁଣି ତାଲିବାନ ହାତରେ ଆଫଗାନିସ୍ତାନ ଶାସନ। କାବୁଲ ଦଖଲ କରିଛନ୍ତି ତାଲିବାନୀ । ଆତଙ୍କବାଦୀଙ୍କ ହାତକୁ ଦେଶକୁ ଟେକି ଦେଇ ପଳାଇଯାଇଛନ୍ତି ରାଷ୍ଟ୍ରପତି ଆସ୍ରଫ ଘନି। ସେ କିଛି ସହଯୋଗୀଙ୍କ ସହ ମିଶି କାଜିକିସ୍ତାନ ପଳାଇ ଯାଇଛନ୍ତି। ତାଲିବାନୀ କାବୁଲରେ ପ୍ରବେଶ କରିବା ପରେ ଘନି…

କାବୁଲ ଅଭିମୁଖେ ବଢୁଛି ତାଲିବାନ, ୩୪ରୁ ୧୮ ପ୍ରଦେଶ କବଜା କଲାଣି

କାବୁଲ: ଆଫଗାନିସ୍ତାନୀରେ ତାଲିବାନଙ୍କ ନରସଂହାର ଜାରି ରହିଛି । ଦମନଲୀଳା ଭିତରେ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀକୁ ନିଜ ଅକ୍ତିଆରକୁ ନେଇଛନ୍ତି ଆତଙ୍କବାଦୀ । ଆମେରିକା ନିଜ ସୈନ୍ୟ ଫେରାଇ ନେବା ପରେ ତାଲିବାନଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି । ୩୪ଟିରୁ ବର୍ତ୍ତମାନ ସୁଦ୍ଧା ୧୮ଟି…

ଅଘୋଷିତ ନିୟମ ଭାଙ୍ଗିଲେ ଆଫଗାନିସ୍ତାନର ପ୍ରଥମ ମହିଳା ଟାଟ୍ଟୁ ଆର୍ଟିଷ୍ଟ !

ଭୁବନେଶ୍ୱର: ଇସଲାମରେ ଚର୍ମରେ କାଳି ଦ୍ୱାରା କୌଣସି କଳାକୃତି ଅଭିଶାପ ସଦୃଶ । ତଥାପି ଅନେକ ଇସଲାମଧର୍ମୀ ଶରୀରରେ ଟାଟ୍ଟୁ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଆଫଗାନିସ୍ତାନର ଜଣେ ମହିଳା ନିଜ ଦେହରେ ନୁହେଁ ବରଂ ଅନ୍ୟ ପୁରୁଷ ଓ ମହିଳାଙ୍କ ଦେହରେ ଟାଟ୍ଟୁ ବନାଇ ଚର୍ଚ୍ଚାକୁ ଆସିଛନ୍ତି ।…

ଫୁଟିଲା କାର ବୋମା; ୧୨ ମୃତ,ଶତାଧିକ ଆହତ

ହେରାଟ: ଆଫଗାନିସ୍ତାନର ପଶ୍ଚିମ ଘୋର ପ୍ରଦେଶରେ ଥିବା ଆଫଗାନିସ୍ତାନ ପୋଲିସ ମୁଖ୍ୟାଳୟକୁ ଟାର୍ଗେଟ କରି ରବିବାର ଦିନ ଏକ କାର ବୋମା ଫୁଟିଛି । ଏଥିରେ ଅତି କମରେ ୧୨ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକରୁ ଅଧିକ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଏହି ଆକ୍ରମଣ ଘୋର…

ଆଫଗାନିସ୍ତାନ ଗୁରଦ୍ୱାରା ଆକ୍ରମଣ ମାମଲା, ଯାଂଚ କରିବ NIA !

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ପ୍ରଥମ ଥର ବିଦେଶରେ ମାମଲା ଦାୟର କରିଛି ନ୍ୟାସନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (NIA) । ଆଫଗାନିସ୍ତାନ ରାଜଧାନୀ କାବୁଲରେ ହୋଇଥିବା ଆକ୍ରମଣକୁ ଖୋଦ NIA ଯାଂଚ କରିବ । ନିୟମରେ ପରିବର୍ତ୍ତନ କରାଯିବା ପରେ ପ୍ରଥମ ଥର ପାଇଁ NIA ବିଦେଶରେ ଘଟିଥିବା…