ଆଗ୍ରାର ତାଜମହଲ ପହଞ୍ଚିଲା ଯମୁନାର ବନ୍ୟା ପାଣି
ଆଗ୍ରା: ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ତଳକୁ ଖସିବା ପରେ ପୁଣି ଥରେ ଫୁଲିବାରେ ଲାଗିଛି । ଯାହା ଫଳରେ ଉତ୍ତରପ୍ରଦେଶର ଆଗ୍ରା-ମଥୁରାର କେତେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ।
ଯମୁନାର ବନ୍ୟା ପାଣି ଆଗ୍ରାର ତାଜମହଲ ଯାଏ ପହଞ୍ଚିଛି । ମଥୁରାରେ ଯମୁନା ବିପଦ ସଂକେତ ଠାରୁ…