Latest Odisha News

BREAKING NEWS

Browsing Tag

Air Asia

ପକ୍ଷୀ ମାଡ଼ ହେବାରୁ ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ପକ୍ଷୀ ମାଡ଼ ହେବା ପରେ ଜରୁରୀ ଅବତରଣ କରାଯାଇଥିଲା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ ପୁଣେ ଅଭିମୁଖେ ସନ୍ଧ୍ୟା ୫ଟାରେ ବିମାନ…

ସେପ୍ଟେମ୍ବର ୨୫ ଯାଏ ବୁକ୍ କରନ୍ତୁ ମାଗଣା ବିମାନ ଟିକେଟ୍, ବୁଲନ୍ତୁ ଦେଶ ଓ ବିଦେଶ

ନୂଆଦିଲ୍ଲୀ: ବିମାନରେ ଭ୍ରମଣ ପାଇଁ କାହାକୁ ବା ଭଲ ନ ଲାଗେ । ସମସ୍ତେ ଆକାଶରେ ଉଡ଼ିବାକୁ ଚାହାଁନ୍ତି । କିନ୍ତୁ ଟଙ୍କା ପାଇଁ ପଛଘୁଞ୍ଚା ଦିଅନ୍ତି । ଯଦି ଆପଣ ଫ୍ଲାଇଟରେ ବସି ବୁଲିବାକୁ ଚାହୁଁଛନ୍ତି ତାହେଲେ ଏ ଖବର ଆପଣଙ୍କ ପାଇଁ । ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ମାଗଣାରେ…

ଭାରତରୁ ବିଦାୟ ନେଇପାରେ ଏୟାରଏସିଆ!

ନୂଆଦିଲ୍ଲୀ: ମାଲେସିଆ ଏୟାରଲାଇନ୍ସ କମ୍ପାନୀ ଏୟାର ଏସିଆ ଭାରତରୁ ଏହାର ବ୍ୟବସାୟକୁ ବନ୍ଦ କରିବାକୁ ସୂଚିତ କରିଛି। ଏୟାର ଏସିଆ ଗ୍ରୁପ୍ (ଏୟାରଲାଇନ୍ସ) ର ସଭାପତି ବୋ ଲିଙ୍ଗାମ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଜାପାନ ଏବଂ ଭାରତର ବ୍ୟବସାୟରେ କମ୍ପାନୀ ବହୁ ନଗଦ ଅର୍ଥ ଖର୍ଚ୍ଚ କରୁଛି।…

ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ଫ୍ଲାଇଟ୍ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ । ଏନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଅଧିକାରୀଙ୍କୁ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଚିଠି କରିଛନ୍ତି । ତେବେ କେବେଠୁ…