Latest Odisha News
Browsing Tag

Air India Express

ଆଲୋକ ସିଂ ହେଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ନୂତନ ସିଇଓ

ନୂଆଦିଲ୍ଲୀ: ଆଲୋକ ସିଂ ସୋମବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ବିବୃତ୍ତିରେ କହିଛି ଯେ ଏୟାର ଟ୍ରାଫିକ ଏବଂ ଭ୍ରମଣ କ୍ଷେତ୍ରରେ ସିଂଙ୍କର ତିନି ଦଶନ୍ଧିର ଅଭିଜ୍ଞତା ରହିଛି। ସେ ଏୟାର…

ଅଧା ରହିଗଲା କ୍ୟାପଟେନ ସାଠେଙ୍କ ମାଆଙ୍କୁ ଜନ୍ମଦିନରେ ସରପ୍ରାଇଜ ଦେବା ସ୍ୱପ୍ନ

ମୁମ୍ବାଇ: ଆଜି ଥିଲା କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାପଟେନ ଦୀପକ ସାଠେଙ୍କ ମାଆଙ୍କ ଜନ୍ମ ଦିନ । ତେଣୁ ଜନ୍ମଦିନରେ ନାଗପୁରରେ ଥିବା ମାଆଙ୍କୁ ସରପ୍ରାଇଜ ଦେବାର ଯୋଜନା କରିଥିଲେ କ୍ୟାପଟେନ । କିନ୍ତୁ ନିୟତିର ନିୟମ ଥିଲା କିଛି ଭିନ୍ନ । କ୍ୟାପଟେନ ସାଠେଙ୍କ ଜଣେ…

ବାପା ଡାକ ଶୁଣିପାରିଲେନି କୋ ପାଇଲଟ ଅଖିଳେଶ ଶର୍ମା ..

ଭୁବନେଶ୍ୱର : ନୀଳ ଆକାଶରେ ଘୁରି ବୁଲୁଥିଲେ ସେ । ସ୍ୱପ୍ନ ଥିଲା ଅନ୍ଧାରକୁ ଚିରି ନବଜାତ ଦୁନିଆର ଆଲୋକ ଦେଖିବା ପରେ ତାଙ୍କ ଭଳି ନୀଳ ଆକାଶରେ ଘୁରିବୁଲିଥାନ୍ତା । କିନ୍ତୁ ଆକାଶରୁ ଓହ୍ଲାଉ ଓହ୍ଲାଉ ବାପା ଚାଲିଗଲେ ଅନ୍ଧାର ଭିତରକୁ । ଆଉ ୧୫ ଦିନ ପରେ କେରଳରେ ଗତକାଲି ବିମାନ ଦୁର୍ଘଟଣାରେ…

କେରଳ ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ ସହ ଏନଡିଆରଏଫ୍‌କୁ ସହାୟତା ନିର୍ଦ୍ଦେଶ ଦେଲେ ଅମିତ ଶାହ

କୋଝିକୋଡ: କେରଳର କୋଝିକୋଡଠାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି ଟ୍ୱିଟ୍ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଯଥାଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ସେ ଏନଡିଆରଏଫ୍‌କୁ ନିର୍ଦ୍ଦେଶ ଦେଇଥିବା ଟ୍ୱିଟ୍‌ରେ ଉଲ୍ଲେଖ…