Latest Odisha News

BREAKING NEWS

Browsing Tag

Air pollution

ଦୁନିଆର ୧୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ଏହି ୩ ସହର ସାମିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ବଢିବାରେ ଲାଗିଛି। ଯାହା ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଚିନ୍ତା ବଢାଇଛି। ଲୋକମାନେ ଘରେ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ପ୍ରଦୂଷଣ ବର୍ତ୍ତମାନ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି।…

ବାୟୁ ପ୍ରଦୂଷଣ ପିଲାଙ୍କ ପାଇଁ ବେଶି କ୍ଷତିକାରକ; ‘ହୁ’

ନୂଆଦିଲ୍ଲୀ: ଦେଶର ଅନେକ ସହର ବର୍ତ୍ତମାନ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ବାୟୁ ପ୍ରଦୂଷଣ ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବାବେଳେ ଏହା ଶିଶୁମାନଙ୍କ ପାଇଁ ବିଶେଷ ଭାବେ କ୍ଷତିକାରକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ କହିଛି। ଦୁଇ ସଂଗଠନ ଅନୁଯାୟୀ, ପ୍ରଦୂଷଣ…

ବଢୁଛି ପ୍ରଦୂଷଣ; ଉଦ୍‌ବେଗଜନକ ସ୍ଥିତିରେ ରାଜଧାନୀ

ନୂଆଦିଲ୍ଲୀ: ଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ପୁଣିଥରେ ଦିଲ୍ଲୀ ବ୍ୟତୀତ ହରିୟାଣା ଏବଂ ଉତ୍ତରପ୍ରଦେଶର ଅନେକ ସହରରେ ପ୍ରଦୂଷଣ ଉଦ୍‌ବେଗଜନକ ସ୍ତରରେ ପହଞ୍ଚିଛି। ଦେଶର ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ଉତ୍ତରପ୍ରଦେଶର ବାଗପାତ୍‌ ପ୍ରଥମ…

ରାଜଧାନୀବାସୀ ସାବଧାନ! ବଢୁଛି ପ୍ରଦୂଷଣ

ନୂଆଦିଲ୍ଲୀ: ‌ମୌସୁମୀ ପ୍ରତ୍ୟାହାର ସହିତ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ପୁଣି ବୃଦ୍ଧି ପାଇବାରେ ଲାଗିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚେତାବନୀ ଦେଇଛନ୍ତି। ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 171 କୁ ବୃଦ୍ଧି ପାଇଛି ଦିଲ୍ଲୀ ସିଏମ୍‌ କହିଛନ୍ତି।…

ପ୍ରତିବର୍ଷ ପ୍ରାୟ ୭ ନିୟୁତ ଲୋକଙ୍କ ଜୀବନ ନେଉଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସହିତ ବାୟୁ ପ୍ରଦୂଷଣକୁ “ମାନବ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ ପରିବେଶ ବିପଦ”। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି। ହୁ କହିଛି ଯେ ଏହା ପ୍ରତିବର୍ଷ ପ୍ରାୟ ୭ ନିୟୁତ ଲୋକଙ୍କୁ ମୃତ୍ୟୁମୁଖରେ ପକାଉଛି। ଜଳବାୟୁ ପରିବର୍ତ୍ତନ ସହିତ ବାୟୁ…

ପ୍ରଦୂଷଣ ପ୍ରାୟ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁକୁ ୯ ବର୍ଷରୁ ଅଧିକ ହ୍ରାସ କରିପାରେ: ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାର ଅନୁସନ୍ଧାନ ଗୋଷ୍ଠୀ ଦ୍ବାରା ବୁଧବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ପ୍ରାୟ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁକୁ ୯ ବର୍ଷରୁ ଅଧିକ ହ୍ରାସ କରିପାରେ। ରାଜଧାନୀ ଦିଲ୍ଲୀ ସମେତ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ଭାରତର ବିସ୍ତୃତ ଅଞ୍ଚଳରେ ବାସ କରୁଥିବା ୪୮୦…

ରାଜ୍ୟର ୭ଟି ସହରରେ ବଢୁଛି ପ୍ରଦୂଷଣର ମାତ୍ରା

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ଯାନବାହାନ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଓଡିଶାର ୭ଟି ସହରରେ ବାୟୁ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ଯାହା ରାଜ୍ୟ ପାଇଁ ଏକ ଉଦବେଗ ଜନକ ସ୍ଥିତି ପାଲଟିଛି। ସାତଟି ସହରର ବାୟୁରେ PM10 ଏବଂ PM2.5 ପରି ବିପଜ୍ଜନକ ବାୟୁ ପ୍ରଦୂଷକ ପଦାର୍ଥର ମାନ…

ରାଜଧାନୀରେ କମିଲା ବାୟୁ ପ୍ରଦୂଷଣ

ଭୁବନେଶ୍ୱର: ରାଜଧନୀ ଭୁବନେଶ୍ୱରରେ କମିଲା ବାୟୁ ପ୍ରଦୂଷଣ । ଦୀପାବଳି ପରେ ଭୁବନେଶ୍ୱରର ବାୟୁ ପ୍ରଦୂଷଣ କମିଛି । ମିଳିଛି ବାଣ ଫୁଟ ବନ୍ଦ ହେବାର ସୁଫଳ । ଲୋକେ ମାନିଛନ୍ତି କଟକଣା । ଫଳରେ ଦୀପାବଳିରେ ରାଜଧାନୀରେ କିଛି ପରିମାଣରେ କମିଛି ପ୍ରଦୂଷଣ ସ୍ତର । ଭୁବନେଶ୍ୱରର ୪ଟି ସ୍ଥାନରେ…

ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଫାଇନ୍‌, ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଏଣିକି ବାୟୁ ପ୍ରଦୂଷଣ କଲେ ପ୍ରଦୂଷଣକାରୀଙ୍କୁ ଆଉ ମାଫ ନାହିଁ । ଗଣିବେ ମୋଟା ଅଙ୍କର ତଣ୍ଡ । ପ୍ରଦୂଷଣକାରୀଙ୍କୁ ଦେବାକୁ ପଡିବ କୋଟିଏ ଟଙ୍କା ଫାଇନ୍ । କେବଳ ସେତିକି ନୁହେଁ ୫ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ଭୋଗିବାକୁ ପଡିବ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ଥିତିରେ…

ଦିଲ୍ଲୀ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ପ୍ରଦୂଷିତ ସହର ଭାବେ ଦିଲ୍ଲୀ ରହିଥିବା ନେଇ ଏକ ରିପୋର୍ଟରୁ ଜଣାପଡିଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ଏହାର ପ୍ରଦୂଷଣ ସ୍ତର ତଥା ଏୟାର୍ କ୍ୱାଲିଟି ଇଣ୍ଡେକ୍ସ୍ ୫୫୨ (ଏକ୍ୟୁଆଇ) ରେକର୍ଡ କରାଯାଇଥିଲା । ସିଷ୍ଟମ୍ ଅଫ୍ ଏୟାର୍ କ୍ୱାଲିଟି ଆଣ୍ଡ୍ ୱେଦର…