୨୦୨୦ର ପ୍ରଥମ ତିନି ମାସରେ ୭ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ି ଓଡ଼ିଶାରେ ଜିଓ’ର ଜୟଯାତ୍ରା ଜାରି: ଟ୍ରାଇ ତଥ୍ୟ
ଜିଓ ଓଡିଶାରେ ୩୭.୫୫% ଗ୍ରାହକ ବଜାର ଅଂଶ ଏବଂ ମାର୍ଚ୍ଚରେ ୧.୯ ଲକ୍ଷ ଉପଭୋକ୍ତାଙ୍କ ସହିତ ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି: ଟ୍ରାଇ ତଥ୍ୟ
ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ମୋବାଇଲ୍ ଗ୍ରାହକ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ରେ…