Latest Odisha News

BREAKING NEWS

Browsing Tag

Aishwarya Rai

ମୁଁ ଓ ଐଶ୍ୱର୍ଯ୍ୟା ଛାଡପତ୍ର ନେଉଛୁ; ଭାଇରାଲ ଭିଡିଓ ପଛର ସତ… 

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ନିଜର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପାର୍ଟି ଓ ଫଙ୍କସନରେ ଦୁହିଁଙ୍କୁ ଏକାଠି ଦେଖାଯାଉନାହିଁ, ଫଳରେ ଲୋକମାନେ ଅନୁମାନ କରୁଛନ୍ତି ଯେ ସେମାନଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲୁ ନାହିଁ। ଏହାରି ମଧ୍ୟରେ…

ୟୁଟ୍ୟୁବ୍‌ ଚାନେଲ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆରାଧ୍ୟା

ନୂଆଦିଲ୍ଲୀ : ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରର ଲାଡଲି ହେଉଛନ୍ତି ଆରାଧ୍ୟା । ଅମିତାଭଙ୍କ ନାତୁଣୀ ଆରାଧ୍ୟା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆରାଧ୍ୟା ବଚ୍ଚନ ଗୋଟିଏ ୟୁଟ୍ୟବ୍‌ ଚ୍ୟାନେଲ୍‌ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟଙ୍କ…

ଐଶ୍ୱର୍ଯ୍ୟାଙ୍କୁ ସମନ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ୍ । ପାନାମା ପେପର୍ସ ଲିକ୍ ମାମଲାରେ ତାଙ୍କୁ ସମନ୍ କରିଛି ଇଡି । ଏହି ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା କରାଯିବ । ତାଙ୍କ ବୟାନ ବି ରେକର୍ଡ ହେବ । ଏଥିପାଇଁ…

ଆଗାମୀ ଫିଲ୍ମର ପ୍ରଥମ ଲୁକ୍‌ ଜାରି କଲେ ଐଶ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋସିଆଲ ମିଡିଆରେ ତାଙ୍କ ଆଗାମୀ ଫିଲ୍ମ ମଣି ରତ୍ନାମ ପିରିୟଡ ଡ୍ରାମା 'ପୋନିୟିନ ସେଲଭାନ'ର ପ୍ରଥମ ଲୁକ ଜାରି କରିଛନ୍ତି। ଏହି ଚଳଚ୍ଚିତ୍ରରେ ଐଶ୍‌ଙ୍କ ସହ ବଡ଼ ପରଦାରେ ନଜର ଆସିବେ ସାଉଥ୍‌ ଅଭିନେତା କାର୍ଥି। ପୋନିୟିନ୍ ସେଲଭାନ୍ ହେଉଛି…

ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଟିକ୍‌ଟକ୍ ଷ୍ଟାର ଅମୃତାଙ୍କୁ ମିଳିଲା ଫିଲ୍ମ ଅଫର୍ !

ମୁମ୍ବାଇ: ଟିକ୍‌ଟକ୍ ଷ୍ଟାର୍ ଅମୃତାଙ୍କୁ ଦେଖିଲେ ଜାଣି ପାରିବେ ସେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖା ଯାଆନ୍ତି । ସୋସିଆଲ୍ ମିଡ଼ିଆରେ ଅମୃତାଙ୍କୁ ନେଇ ଏବେ ଖୁବ୍ ଜୋରରେ ଚର୍ଚ୍ଚା ମଧ୍ୟ ଚାଲିଛି । ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଏହି ଟିକ୍‌ଟକ୍ ଷ୍ଟାରଙ୍କୁ ଏବେ…