Latest Odisha News

BREAKING NEWS

Browsing Tag

Akshay Parija

ଇଡିରେ ହାଜର ହେଲେ ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ତଦନ୍ତକୁ ଆହୁରି ଜୋରଦାର କରିଛି ଇଡି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସ । ଅକ୍ଷୟଙ୍କୁ ହନିଟ୍ରାପ୍, ବ୍ଲାକମେଲ୍ ପରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ଏବେ…

SDJM କୋର୍ଟରେ ହାଜର ପରେ ପୁଣି ଜେଲ୍ ଗଲେ ଅର୍ଚ୍ଚନା ନାଗ, କହିଲେ ‘ମିଛ ଖବର କରନ୍ତୁନି’

ଭୁବନେଶ୍ୱର: ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗକୁ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ଭିତରେ କମିଶନରେଟ୍ ପୋଲିସ ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ପୁଣି ଥରେ ଝାରପଡ଼ା ଜେଲକୁ ନିଆଯାଇଛି । ଜଣେ ଯୁବତୀଙ୍କୁ…

[ଦେଖନ୍ତୁ ଭିଡିଓ] କାଷ୍ଟିଂ କାଉଚ୍ ଅଭିଯୋଗର ‘ଅକ୍ଷୟ’ ଅଧ୍ୟାୟ, କିଏ କହୁଛି ସତ ?

ଭୁବନେଶ୍ୱର: ପ୍ରଥମେ ଯୌନ ଶୋଷଣ ଅଭିଯୋଗ ଯୁବତୀ ଆଣିବା ପରେ ଏବେ ଅକ୍ଷୟ ପରିଜା ପାଲଟା ଏତଲା ଦେଇଛନ୍ତି । ଅନ୍ୟପଟେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଅନ୍ତରଙ୍ଗ ମୁହୂର୍ତ୍ତର କେତେ ଗୁଡ଼ାଏ ଅଶ୍ଲୀଳ ଫଟୋ । ଯେଉଁଥିରେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ଜଣେ ଯୁବତୀ ଥିବା ଦେଖା ଯାଉଛି । ଯାହାକି…