Latest Odisha News

BREAKING NEWS

Browsing Tag

Alia Bhatt

ନିଜର ପ୍ରଡକ୍ସନ୍ ହାଉସ୍ ଲଞ୍ଚ୍‌ କଲେ ଅଭିନେତ୍ରୀ ଆଲିଆ

ନୂଆଦିଲ୍ଲୀ: ଆଲିଆ ଭଟ୍ଟ ବର୍ତ୍ତମାନ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଏବଂ ଅନୁଷ୍କା ଶର୍ମାଙ୍କ ଦଳରେ ସାମିଲ୍‌ ହୋଇଛନ୍ତି। ରବିବାର ଦିନ ଆଲିଆ ଭଟ୍ଟ ଆନୁଷ୍ଠାନିକ ଭାବେ ତାଙ୍କ ପ୍ରଡକ୍ସନ୍ ହାଉସ୍ - 'Eternal Sunshine'ର ଶୁଭାରମ୍ଭ ଘୋଷଣା କରିଛନ୍ତି। ଏ ନେଇ ଆଲିଆ ତାଙ୍କ…

ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର- ଆଲିଆଙ୍କ ବିବାହ ସ୍ଥଗିତ । ଜାଣନ୍ତୁ କାରଣ?

ମୁମ୍ବାଇ: ଗତ କିଛି ବର୍ଷ ହେଲା ଡେଟିଂ କରିଆସୁଥିବା ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କାପୁର ଓ ଆଲିଆ ଭଟ୍ଟ ଚଳିତ ବର୍ଷ ବିବାହ କରିବେ ନାହିଁ । ଆସନ୍ତା ଡିସେମ୍ବର ମାସରେ ସେମାନଙ୍କ ବିବାହ ହେବ ବୋଲି ସ୍ଥିର ହୋଇଥିବା ବେଳେ ଏହା ଏବେ ୨୦୨୧କୁ ଘୁଞ୍ଚିଥିବା ଜଣାପଡିଛି । କରୋନା ମହାମାରୀ ଓ…

ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ଆଲିୟାଙ୍କୁ ଡ୍ୟାନ୍ସ ଷ୍ଟେପ ଦେଇଥିଲେ ସରୋଜ ଖାନ

ମୁମ୍ବାଇ: ବଲିଉଡ କୋରିଓଗ୍ରାଫର ସରୋଜ ଖାନ ଆଜି ନାହାନ୍ତି । କିନ୍ତୁ ଫିଲ୍ମରେ ସେ ଦେଇଥିବା ଡ୍ୟାନ୍ସ ଷ୍ଟେପ୍ ସ୍ମୃତି ଆଇନାରେ ସାଇତା ରହିବ । ବହୁ ସୁପରହିଟ ଫିଲ୍ମର ଗୀତରେ ହିରୋ ହିରୋଇନୁ ନଚାଇଥିଲେ । ଶ୍ରୀଦେବୀ, ମାଧୁରୀ ଦୀକ୍ଷିତ, ଆଲିୟା ଭଟ୍ଟଙ୍କ ସମେତ ବଲିଉଡର ବହୁ ସେଲିବ୍ରିଟିଙ୍କୁ…