Latest Odisha News
Browsing Tag

Alia Bhatt

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି…

ହଲିଉଡ଼ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରଥମ ଲୁକ୍ ଜାରି, ନଜର ଆସିଲେ ଆଲିଆ ଭଟ୍ଟ

ମୁମ୍ବାଇ: ନେଟଫ୍ଲିକ୍ସର ଅପକମିଂ ଆକ୍ସନ ଥ୍ରୀଲର 'ହାର୍ଟ ଅଫ୍ ଷ୍ଟୋନ'ର ପ୍ରଥମ ଲୁକ୍ ଜାରି ହୋଇଛି। ଶନିବାର ରାତି ନେଟଫ୍ଲିକ୍ସ ପ୍ଲାଟଫର୍ମରେ ଏହା ଜାରି କରାଯାଇଛି। ଏହି ଚଳଚ୍ଚିତ୍ରରେ ହଲିଉଡ଼ ଅଭିନେତ୍ରୀ ଗାଲ୍ ଗୈଡୋଟ୍ ଏବଂ ଜାମି ଡୋର୍ନାନ୍ ଅଭିନୟ କରିଛନ୍ତି। ଏହାସହ ଆଲିଆ ଭଟ୍ଟ ହଲିଉଡରେ…

ଜାଣନ୍ତୁ ଆଲିଆ ଭଟ୍ଟଙ୍କର ସଫଳତା ପଛର କାହାଣୀ

ମୁମ୍ୱାଇ: "ହାତରେ ପମପମ୍ ଧରି ପୁଅଙ୍କ ପାଇଁ ପାଟି କରିବା ମୋର ଷ୍ଟାଇଲ ନୁହେଁ । ସେମାନେ ମୋ ପାଇଁ ପାଟି କରିବେ, ସିଟି ବଜେଇବେ, ଦାଟସ୍ ମାଇଁ ଥିଙ୍ଗ।" ଏପରି କିଛି ଡାଏଲଗ ସହ 'ଷ୍ଟୁଡେଣ୍ଟ ଅଫ୍ ଦ ଇୟର' ଚଳଚ୍ଚିତ୍ରରେ ଏଣ୍ଟ୍ରି ମାରିଥିଲେ ସେଲିବ୍ରିଟି ଆଲିଆ ଭଟ୍ଟ । ଫିଲ୍ମରେ ଆଲିଆ ଜଣେ ଧନୀ…

ବୟକଟ୍ ଭିତରେ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ?

ମୁମ୍ବାଇ: ୨୦୨୨ର ସବୁଠୁ ବଡ଼ ଫିଲ୍ମ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ? ବ୍ରହ୍ମାସ୍ତ୍ରକୁ ବୟକଟ୍ ଟ୍ରେଣ୍ଡ ଭିତରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । କିନ୍ତୁ ଏହାର ଜବାବ ଶୀଘ୍ର ହିଁ ମିଳିଯିବ । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର ଆସନ୍ତା ୯…

ମାଆ ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ

ମୁମ୍ବାଇ: ଆଲିଆ ଦେଲେ ଖୁସି ଖବର । ବଲିଉଡର କ୍ୟୁଟ୍ ଅଭିନେତ୍ରୀ ଆଲିଆ ଭଟ୍ଟ ମାଆ ହେବାକୁ ଯାଉଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ଲେଖିଛନ୍ତି ଘରକୁ ଆମ ବେବି ଶୀଘ୍ର ଆସୁଛି । ରଣବୀର ଓ ଆଲିଆ ଦୁଇରୁ ତିନି ହେବାକୁ ଯାଉଛନ୍ତି । ଆଲିଆଙ୍କ ଏହି…

ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଲେ ଆଲିୟା, ସେୟାର କଲେ ‘ବ୍ରହ୍ମାସ୍ତ୍ର’ରେ ନିଜ ଫାଷ୍ଟ ଲୁକ୍

ମୁମ୍ବାଇ: ଆଜି ବଲିଉଡର ଗର୍ଜିୟସ କୁଇନ୍ ଆଲିୟା ଭଟ୍ଟଙ୍କ ଜନ୍ମଦିନ । ସ୍ପେଶାଲ୍ ଡେରେ ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଇଛନ୍ତି ଆଲିୟା । ଅପକମିଂ ଫ୍ଲିମ ବ୍ରହ୍ମାସ୍ତ୍ରରେ ନିଜ ଫାଷ୍ଟ ଲୁକ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏହି ଫିଲ୍ମରେ ସେ ରଣବୀର କପୁରଙ୍କ ବିପକ୍ଷରେ ଅଭିନୟ…

ହଲିଉଡରେ ଏଣ୍ଟ୍ରି ମାରିବେ ଆଲିୟା

ମୁମ୍ବାଇ: ବଲିଉଡ ପରେ ହଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଆଲିୟା ଭଟ୍ଟ । ଖୁବଶୀଘ୍ର ହଲିଉଡ ପ୍ରୋଜେକ୍ଟରେ ସେ କାମ କରିବେ । ସ୍ପାଇ ଥ୍ରୀଲର ଫିଲ୍ମ ହାର୍ଟ ଅଫ୍ ଷ୍ଟୋନରେ ଅଭିନୟର ଯାଦୁ ଦେଖାଇବେ ସୁନ୍ଦରୀ ଆଲିୟା । ହଲିଉଡ ଅଭିନେତା ଗଲ୍ ଗଡୋଟଙ୍କ ସହ ନଜର ଆସିବେ । ଏହି ଫିଲ୍ମର…

ରଣବୀରଙ୍କ ପରେ ଆଲିଆ ଭଟ୍ଟଙ୍କୁ କରୋନା

ମୁମ୍ବାଇ: ଆଉ ଜଣେ ବଲିଉଡ୍ ବିଉଟିଙ୍କୁ କରୋନା । ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ଆଲିଆ ଭଟ୍ଟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ଆଲିଆ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି- ‘କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୁଁ ନିଜକୁ ହୋମ୍ ଆଇସେଲସେନରେ ରଖିଛି ।…

ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ଖାସ୍‌ ଉପହାର ଦେଲେ ଆଲିଆ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଆଲିଭଟ୍ଟଙ୍କ ଆଜି ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲି ଆଲିଆଙ୍କ ପ୍ରଶଂସକଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି। ଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର 'ଆରଆରଆର'ରେ ଆଲିଆଙ୍କ ନୂଆ ଲୁକ୍‌ ସାମ୍‌ନାକୁ ଆସିଛି। ଫିଲ୍ମର…

ଜନ୍ମଦିନରେ ସାମ୍‌ନାକୁ ଆସିବ ଆଲିଆଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: ମାର୍ଚ୍ଚ ୧୫ରେ ଆଲିଆ ଭଟ୍ଟଙ୍କୁ ୨୮ ବର୍ଷ ହେବ। ଏହି ଅବସରରେ ଆଲିଆଙ୍କ ଅଭିନୀତ ଚଳଚ୍ଚିତ୍ର ଆରଆରଆରରେ ଆଲିଆଙ୍କ ସୀତାଙ୍କ ଅବତାରର ପ୍ରଥମ ଲୁକ୍‌ ମଧ୍ୟ ପ୍ରକାଶ ପାଇବ। ଆରଆରଆରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ ପ୍ରକାଶ କରିଛି ଯେ ଫିଲ୍ମ ଆରଆରଆରରେ ଆଲିଆଙ୍କ ଚରିତ୍ର ସୀତାଙ୍କ…