Latest Odisha News
Browsing Tag

allu arjun

‘ପୁଷ୍ପା ୨’ ଫିଲ୍ମରେ ଯୋଡି ହେବ ୨୦ମି.ର ସ୍ପେଶାଲ୍ ଫୁଟେଜ

ଚେନ୍ନାଇ: ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' ବକ୍ସ ଅଫିସରେ ରାଜ କରୁଛି। ଏହାରି ମଧ୍ୟରେ ଫିଲ୍ମର ରିଲୋଡେଡ୍ ସଂସ୍କରଣ ଥିଏଟରକୁ ଆସିବାକୁ ଯାଉଛି। ଦର୍ଶକମାନେ କିଛି ଅତିରିକ୍ତ ଫୁଟେଜ୍ ସହିତ ଏହି ଫିଲ୍ମ ଦେଖିବାର ସୁଯୋଗ ପାଇବେ। ପୂର୍ବରୁ ନିର୍ମାତାମାନେ ଫିଲ୍ମରେ ଆଉ କିଛି ଏପିସୋଡ୍…

ଚେତାବନୀ ଦେଲେ ଅଲ୍ଲୁ; ଅପମାନଜନକ ଭାଷା ବ୍ୟବହାର କରନ୍ତୁନି, ନଚେତ୍… 

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ଅଭିନେତା ଅଲୁ ଅର୍ଜୁନ ତାଙ୍କ ଫିଲ୍ମ 'ପୁଷ୍ପା-୨' ରିଲିଜ୍ ହେବା ଦିନଠାରୁ ଚର୍ଚ୍ଚାରେ ରହିଛନ୍ତି। ଗୋଟିଏ ପଟେ ଫିଲ୍ମଟି ଇନକମରେ ରେକର୍ଡ ଭାଙ୍ଗୁଥିବା ବେଳେ ଅନ୍ୟପଟେ ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଘଟିଥିବା ଦୁର୍ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି।…

ଶ୍ରୀଦେବୀଙ୍କୁ ବାନ୍ଧିବା ପାଇଁ ସ୍ବର୍ଗକୁ ଯିବକି ପୋଲିସ; କାହିଁକି କଟାକ୍ଷ କଲେ ରାମ ଗୋପାଳ 

ମୁମ୍ବାଇ: 'ପୁଷ୍ପା ୨' ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ବାହାରିଛନ୍ତି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା। ଏହା ମଧ୍ଯରେ ସେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଜଡିତ ଏକ ଘଟଣା ବିଷୟରେ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ନିର୍ଦ୍ଦେଶକ ରାମ ଗୋପାଳ…

ଥାଲାପତିଙ୍କ ରେକର୍ଡ ଭାଙ୍ଗିଲେ ଅଲ୍ଲୁ, ବନିଲେ ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା

ଚେନ୍ନାଇ: ଅଲ୍ଲୁ ଅର୍ଜୁନ ଏବେ ନିଜର ଅପକମିଂ ଫିଲ୍ମ 'ପୁଷ୍ପା ୨' ରିଲିଜର ଅପେକ୍ଷାରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବର ୫ରେ ସିନେମା ହଲକୁ ଆସିବ। ଏହା ହିନ୍ଦୀ ସମେତ ୬ଟି ଭାଷାରେ ମୁକ୍ତିଲାଭ କରିବ। ଏକ ରିପୋର୍ଟ ଅନୁଯାୟୀ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଲ୍ଲୁ ଅର୍ଜୁନ ପୁଷ୍ପା…

ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ର ହେବ ସୁଟିଂ

ଭୁବନେଶ୍ୱର: ମାଲକାନଗିରି ମାଟିର କାହାଣୀ ଦମନ ସିନେ ପ୍ରେମୀଙ୍କ ମନ ଜିଣିବା ପରେ ଆସିଛି ଆଉ ଏକ ଖୁସି ଖବର । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ର ସୁଟିଂ ହେବ ବୋଲି ଜଣାପଡ଼ିଛି । ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ ଫିଲ୍ମର ସୁଟିଂ ଲାଗି…

୧୫ ମିଲିୟନ୍‌ ଛୁଇଁଲା ଅଲୁ ଅର୍ଜୁନଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ସାଉଥ୍‌ ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଫିଲ୍ମ ପୁଷ୍ପାରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଜାନୁୟାରୀ ୧୪ରେ, ଅଲୁ ଅର୍ଜୁନଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ତାଙ୍କ ଅନୁସରଣକାରୀଙ୍କ ସଂଖ୍ୟା ୧୫ ନିୟୁତ…