Latest Odisha News
Browsing Tag

America

ପୁଣି ମହାଭିଯୋଗରୁ ବର୍ତ୍ତିଗଲେ ଟ୍ରମ୍ପ, ସପକ୍ଷରେ ଭୋଟ୍ ଦେଲେ ରିପବ୍ଲିକନ ପାର୍ଟିର ୭ ସାଂସଦ

ୱାଶିଂଟନ୍: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ମହାଭିଯୋଗରୁ ବଞ୍ଚି ଯାଇଛନ୍ତି ।  କ୍ୟାପିଟାଲ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କହିଥିଲା । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ ପାଇଥିବା…

ଆମେରିକାରେ ଆଜିଠୁ କରୋନା ଟିକାକରଣ

ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଏହାକୁ ନେଇ ଆସିଛି ଏକ ଆଶ୍ୱସ୍ତିକର ଖବର। ଆମେରିକାରେ ଆଜିଠୁ ଆରମ୍ଭ ହେଉଛି କୋଭିଡ ଟିକାକରଣ। କୋଭିଡ୍‌-୧୯ ଏପର୍ଯ୍ୟନ୍ତ ସାରା ବିଶ୍ବରେ ପାଖାପାଖି ୭ କୋଟି ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଥିବା ବେଳେ ପ୍ରାୟ…

ଆମେରିକା: ଏବେ ବି ପରାଜୟକୁ ଗ୍ରହଣ କରୁନାହାନ୍ତି ଟ୍ରମ୍ପ୍‌

ୱାଶିଂଟନ୍: ଖୁବ୍‌ ଶୀଘ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ଗ୍ରହଣ କରିବେ। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାଜୟକୁ ଗ୍ରହଣ କରିନଥିବା ସୂଚନା ମିଳିଛି। ସେ ଏହି ପଦରେ ଜାରି ରହିବେ ବୋଲି ଦାବି କରିଛନ୍ତି। ବ୍ୟୟବହୁଳ ରାଷ୍ଟ୍ରପତି ନିର୍ବାଚନରେ…

ଆମେରିକା: ଏଥର ଅନ୍‌ଲାଇନ୍‌ରେ ହେବ ବାଇଡେନ୍‌ ସରକାରଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ ଜାନୁଆରୀ ୨୦ ରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଭର୍ଚୁଆଲ୍‌ ଶୈଳୀରେ ଅର୍ଥାତ୍‌ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ। ସେ କହିଛନ୍ତି ଯେ ଯଦି ଏହି ଶପଥ ଗ୍ରହଣ ଉତ୍ସବ ଭର୍ଚୁଆଲ୍‌ ନ କରାଯାଏ ତେବେ ବହୁ…

ଚୀନ୍‌ ପାଇଁ ଆମେରିକାର ନୂଆ ନିୟମ; ଏଣିକି ଆମେରିକାରେ ମାତ୍ର ଏକ ମାସ ରହିପାରିବେ ଚୀନ୍‌ ନେତା

ୱାଶିଂଟନ୍: ଦୀର୍ଘ ଦିନ ଧରି ଆମେରିକା ଏବଂ ଚାଇନା ମଧ୍ୟ ଉତ୍ତେଜନା ଚାଲିରହିଛି। ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ଚାଇନାର କମ୍ୟୁନିଷ୍ଟ ପାର୍ଟିର ନେତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ଅନେକ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ହୁଏତ ଉଭୟ ଦେଶରେ ଉତ୍ତେଜନା ବଢାଇପାରେ ଯାହା କରୋନା,…

ଆଣ୍ଟୋନି ବ୍ଲିଙ୍କେନ୍ ହୋଇପାରନ୍ତି ଆମେରିକାର ଆଗାମୀ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାରେ ଜୋ ବାଇଡେନ୍‌ଙ୍କ କ୍ୟାବିନେଟ୍‌ ଗଠନ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ଜୋ ବାଇଡେନ୍‌ ତାଙ୍କ କ୍ୟାବିନେଟ ଗଠନ ଆରମ୍ଭ କରିଥିଲେ। ଜୋ ବାଇଡେନ୍‌ଙ୍କର ଜଣେ ଘନିଷ୍ଠ ସହଯୋଗୀ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆଣ୍ଟୋନି…

ଆମେରିକା; ପରବର୍ତ୍ତୀ ଦଲାଇ ଲାମା ଚୟନ କରିବା ପାଇଁ ଚୀନ୍‌ର କୌଣସି ଧାର୍ମିକ ଆଧାର ନାହିଁ

ୱାଶିଂଟନ୍: ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ କହିଛନ୍ତି ଯେ ପରବର୍ତ୍ତୀ ଦଲାଇ ଲାମା ବାଛିବା ପାଇଁ ଚୀନ୍‌ର କୌଣସି ଧାର୍ମିକ ଆଧାର ନାହିଁ। ଆହୁରି ମଧ୍ୟ କହିଛନ୍ତି ଯେ ବୌଦ୍ଧ ଧର୍ମର ତିବ୍ଦତୀୟ ଅନୁଗାମୀମାନେ ଶହ ଶହ ବର୍ଷ ଧରି ସଫଳତାର ସହିତ ସେମାନଙ୍କର ଆଧ୍ୟାତ୍ମିକ ନେତା ଚୟନ…

‘ଟୁ ପ୍ଲସ୍ ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ଭାରତକୁ ଆମେରିକାର ସ୍ୱାଗତ ବାର୍ତ୍ତା

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସପର୍ 'ଟୁ ପ୍ଲସ୍ ଟୁ' ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଆସନ୍ତା ୨୦୨୧ ଜାନୁୟାରୀ ୧ ରୁୁ ଆରମ୍ଭ…

ଚୀନ୍‌ ସହିତ ମୁକାବିଲା ପାଇଁ ଭାରତ ଭଳି ସହଯୋଗୀ ଆବଶ୍ୟକ; ଆମେରିକା

ୱାଶିଂଟନ୍: ଆସନ୍ତା ନଭେମ୍ବର ୩ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ନିର୍ବାଚନ ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିଦିବସୀୟ ବୃହତ୍ତମ ଏବଂ ଶେଷ କୂଟନୈତିକ ଆଲୋଚନା ହେବ। ଏହି ଦୁଇ ଦିନିଆ ଆଲୋଚନାରେ ଭାରତ ଏବଂ ଆମେରିକାର ଚାରିଜଣ ବରିଷ୍ଠ…

ଆମେରିକାର ପ୍ରତିରକ୍ଷା ଏବଂ ବୈଦେଶିକ ସଚିବଙ୍କ ଆସନ୍ତା ସପ୍ତାହରେ ଭାରତ ଗସ୍ତ

ୱାଶିଂଟନ୍: ଭାରତ-ଚୀନ୍ ସୀମାରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସ୍ପ‌ର୍ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସେ ଏବଂ ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ଏହି ସମୟ ମଧ୍ୟରେ ଚୀନ୍‌ର ରଣନୀତିକ ଆହ୍ୱାନର ମୁକାବିଲା…