Latest Odisha News

BREAKING NEWS

Browsing Tag

America

ଆମେରିକାରେ ରେକର୍ଡ ଭାଙ୍ଗିଲା ଦୈନିକ କରୋନା ମାମଲା; ବେଶି ଆକ୍ରାନ୍ତ ହେଉଛନ୍ତି ଶିଶୁ

ନୂଆଦିଲ୍ଲୀ: ଆମେରିକାରେ କରୋନା ମାମଲାରେ ବ୍ୟାପକ ବୃଦ୍ଧି ଯୋଗୁ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଆସନ୍ତା ସପ୍ତାହରେ ଏକ 'ଓମିକ୍ରନ୍ ବ୍ଲିଜାର୍ଡ' ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ଯେ ଅଧିକାଂଶ ଲୋକଙ୍କୁ ଟିକାକରଣ…

ଆମେରିକାକୁ ଚୀନ୍‌ର ଧମକ; ମୁକାବିଲାକୁ ଭୟ ନାହିଁ; ଶେଷ ଯାଏ ଲଢିବୁ

ନୂଆଦିଲ୍ଲୀ: ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେରିକା ସହ ସିଧାସଳଖ ମୁହାଁମୁହିଁ ହେବାକୁ ଆମେ ଭୟ କରୁନାହୁଁ। ଉଭୟ ପକ୍ଷ ସମାନ ଭାବରେ ଲାଭବାନ ହେଲେ ଆମେ ସହଯୋଗ କରିବୁ ବୋଲି ସେ…

ଆମେରିକା ଡ୍ରୋନ ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିହତ !

ୱାଶିଂଟନ: ଆମେରିକା ଡ୍ରୋନ ଆକ୍ରମଣରେ କାବୁଲ ବିମାନ ବନ୍ଦରର ମାଷ୍ଟର ମାଇଣ୍ଡ ନିହତ ହୋଇଛି । ଏହି ଖବର ଆମେରିକାର ପେଂଟାଗନ ଓ ନ୍ୟୁଜ ଏଜେନ୍ସି ରୟଟର୍ସରେ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ନଗରହନ ଅଂଚଳରେ ଆଇଏସଆଇଏସ-କେର ଆତଙ୍କବାଦୀ ଥିବା ଖବର ପାଇଁ ଏକ ଅଜ୍ଞାତ ସ୍ଥାନରୁ…

ଚୀନ ବିପକ୍ଷରେ ଆମେରିକାର କଠୋର କାର୍ଯ୍ୟାନୁଷ୍ଠାନ, ୧୪ କମ୍ପାନୀକୁ ବ୍ଲାକଲିଷ୍ଟ କଲେ ବାଇଡେନ ସରକାର

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନ ଉପରେ ଶନିବାର ଅର୍ଥନୀତି ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯାହାକି ଉଭୟ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଆହୁରି ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି । ଚୀନର୧୪ଟି ବଡ କମ୍ପାନୀକୁ ଆମେରିକା…

ରୁଷିଆରେ ତାଲିବାନର ବଡ ଘୋଷଣା, ଆଫଗାନିସ୍ତାନର ୮୫ ପ୍ରତିଶତ ଆମ କବଜାରେ

କାବୁଲ: ଆମେରିକା ସେନା ଆଫଗାନିସ୍ତାନ ଛାଡିବା ତାଲିବାନଙ୍କ ଏକ ବଡ ବିଜୟ ଭାବେ ଘୋଷଣା କରାଯାଇଛି । ଦୀର୍ଘ ୨୦ ବର୍ଷ ଆମେରିକା ଏଠାରେ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିବାକୁ ଚାହିଁଥିଲେ ସଫଳ ହୋଇ ନାହିଁ କହିଲେ ଭୁଲ ହେବନି । ଶୁକ୍ରବାର ରୁଷିଆର ଏହାର ପ୍ରମାଣ ମିଳିଛି । ମସ୍କୋରେ ଆୟୋଜିତ ଏକ…

ଦୁଇ କର୍ମଚାରୀଙ୍କ ଭୁଲ ଯୋଗୁଁ କ୍ଷତି ସହିବାକୁ ପଡିଛି ଆମେରିକାର ସିଟି ବ୍ୟାଙ୍କକୁ, ଲାଗିଲା ୬୬ ଅରବ ଡଲାରର ଚୂନା

ବେଙ୍ଗାଳୁରୁ: ଭାରତର ଆଇଟି କମ୍ପାନୀ ଓ୍ଵିପ୍ରୋର ଦୁଇ କର୍ମଚାରୀଙ୍କ ତ୍ରୁଟି କାରଣରୁ ଆମେରିକାର ସିଟି ବ୍ୟାଙ୍କକୁ ବିପୁଳ ପରିମାଣରେ କ୍ଷତି ସହିବାକୁ ପଡିଛି । ଏହି ମାମଲା କସ୍ମୋଟିକ୍ କମ୍ପାନୀ ରେଭଲନର ଏକ ଟର୍ମ ଲୋନ୍ ସହ ଜଡିତ ରହିଛି । ସିଟି ବ୍ୟାଙ୍କର ପ୍ରଶାସନ ରେଭଲନର ଲୋନ ମାମଲାରେ…

ପୁଣି ମହାଭିଯୋଗରୁ ବର୍ତ୍ତିଗଲେ ଟ୍ରମ୍ପ, ସପକ୍ଷରେ ଭୋଟ୍ ଦେଲେ ରିପବ୍ଲିକନ ପାର୍ଟିର ୭ ସାଂସଦ

ୱାଶିଂଟନ୍: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ମହାଭିଯୋଗରୁ ବଞ୍ଚି ଯାଇଛନ୍ତି ।  କ୍ୟାପିଟାଲ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କହିଥିଲା । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ ପାଇଥିବା…

ଆମେରିକାରେ ଆଜିଠୁ କରୋନା ଟିକାକରଣ

ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଏହାକୁ ନେଇ ଆସିଛି ଏକ ଆଶ୍ୱସ୍ତିକର ଖବର। ଆମେରିକାରେ ଆଜିଠୁ ଆରମ୍ଭ ହେଉଛି କୋଭିଡ ଟିକାକରଣ। କୋଭିଡ୍‌-୧୯ ଏପର୍ଯ୍ୟନ୍ତ ସାରା ବିଶ୍ବରେ ପାଖାପାଖି ୭ କୋଟି ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଥିବା ବେଳେ ପ୍ରାୟ…

ଆମେରିକା: ଏବେ ବି ପରାଜୟକୁ ଗ୍ରହଣ କରୁନାହାନ୍ତି ଟ୍ରମ୍ପ୍‌

ୱାଶିଂଟନ୍: ଖୁବ୍‌ ଶୀଘ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ଗ୍ରହଣ କରିବେ। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାଜୟକୁ ଗ୍ରହଣ କରିନଥିବା ସୂଚନା ମିଳିଛି। ସେ ଏହି ପଦରେ ଜାରି ରହିବେ ବୋଲି ଦାବି କରିଛନ୍ତି। ବ୍ୟୟବହୁଳ ରାଷ୍ଟ୍ରପତି ନିର୍ବାଚନରେ…

ଆମେରିକା: ଏଥର ଅନ୍‌ଲାଇନ୍‌ରେ ହେବ ବାଇଡେନ୍‌ ସରକାରଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ ଜାନୁଆରୀ ୨୦ ରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଭର୍ଚୁଆଲ୍‌ ଶୈଳୀରେ ଅର୍ଥାତ୍‌ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ। ସେ କହିଛନ୍ତି ଯେ ଯଦି ଏହି ଶପଥ ଗ୍ରହଣ ଉତ୍ସବ ଭର୍ଚୁଆଲ୍‌ ନ କରାଯାଏ ତେବେ ବହୁ…