ଆଜି ପୁରୀରେ ରୋଡ ଶୋ’ କରିବେ ଅମିତ ଶାହ
ପୁରୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସି ପୁରୀରେ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।
ଏସମ୍ପର୍କରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶ୍ରୀଯୁକ୍ତ ଶାହ ଅପରାହ୍ନ ପ୍ରାୟ ୫ଟା ବେଳେ ଭୁବନେଶ୍ୱର…