Latest Odisha News
Browsing Tag

Anasara Rituals

ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ: ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କର ଅଣସର ପିଣ୍ଡିରେ ଗୁପ୍ତ ସେବା ଚାଲିଛି । ସୁସ୍ଥ ହେବେ ମହାପ୍ରଭୁ । ଜ୍ୱର ପୀଡ଼ା ଲାଘବ ପାଇଁ ଆଜି ଶ୍ରୀଜିଉଙ୍କର ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ତେଲ ଲାଗୁ କରାଯାଇଥାଏ । ପୁରୀର ବଡ଼…

ଶ୍ରୀଜୀଉଙ୍କ ଅଣସରରେ ବେଳେ ଶ୍ରଦ୍ଧାଳୁଙ୍କ କର୍ତ୍ତବ୍ୟ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉମାନେ ସ୍ନାନ ବେଦୀରୁ ଗଲା ପରେ ଅଣସର ପିଣ୍ଡିରେ ଦଇତା ମାନେ ତାଙ୍କ ଶ୍ରୀମୁଖରେ ଲାଗି ହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର…

ଅଣସରରେ କାହିଁକି ମହାପ୍ରଭୁ ଶ୍ରୀଅଲାରନାଥ ରୂପେ ଦିଅନ୍ତି ଦର୍ଶନ; ଜାଣନ୍ତୁ ପୌରାଣିକ କିମ୍ବଦନ୍ତୀ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଦେବ ସ୍ନାନ ଉତ୍ସବରେ ଅଧିକ ଗାଧେଇବା ଦ୍ୱାରା ପ୍ରଭୁଙ୍କୁ ଜ୍ୱର ହୁଏ । ଏହି ସମୟରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରହେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ଘରେ ରହଣି…

ଶ୍ରୀମନ୍ଦିରରେ ପଟିଦିଅଁ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ ଜଣେ ସାଧାରଣ ମଣିଷଟିଏ ପରି ବୈଶାଖ ଜ୍ୟେଷ୍ଠ ମାସର ଗ୍ରୀଷ୍ମ ପ୍ରବାହ ଭିତରେ ଅତିଷ୍ଠ ହୋଇ ପୂର୍ଣ୍ଣିମା ତିଥିରେ ସ୍ନାନ କରନ୍ତି । ଶହେ ଆଠ ଗରା ପାଣିରୁ ପଇଁତିରିଶ…

ଦିଅଁକୁ ଜ୍ୱର !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୌରାଣିକ କାହାଣୀ ଓ କଥାବସ୍ତୁ: ଶ୍ରୀଜଗନ୍ନାଥ କଥାମୃତ ଆମେ ଜାଣିଛେ ସବୁବେଳେ ମଣିଷମାନଙ୍କୁ ହିଁ ଜର, ରୋଗ, ବ୍ୟାଧି ହୁଏ ବୋଲି, ହେଲେ ଦିଅଁଦେବତା ମାନେ ଯେ କେବେ ଜରରେ ପଡନ୍ତି ଏକଥା ଆମେ ଜାଣୁନା । ଲୋକେ କୁହନ୍ତି, ଦେବତାମାନଙ୍କର ଗୋଡ଼ ତଳେ ଲାଗେନା, ସେ କେବେ…