Latest Odisha News

BREAKING NEWS

Browsing Tag

Angul ATM Loot

ଅନୁଗୋଳରୁ ଏଟିଏମ୍ ତାଡି ଲୁଟିଥିଲେ, ଛତିଶଗଡ଼ରୁ ଧରାପଡିଲେ ୭ ଲୁଟେରା

ଅନୁଗୋଳ: ଦୁଇ ଦୁଇଟି ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଅନୁଗୁଳ ପୋଲିସ । ୭ ଅଭିଯୁକ୍ତଙ୍କୁ ଛତିଶଗଡ଼ ବୌଲଦାବଜାର ଜିଲ୍ଲାରୁ ଗିରଫ କରାଯାଇଛି । ସେମାନଙ୍କୁ ରିମାଣ୍ଡରେ ଆଣି କୋର୍ଟରେ ହଜାର କରାଇଥିଲା ଅନୁଗୋଳ ପୋଲିସ । ଜବତ ହୋଇଛି ୧୮ ଲକ୍ଷ ୫୦…

ଅନୁଗୁଳରେ ପୁଣି ଏଟିଏମ୍ ଲୁଟ୍‌, ୨ଲକ୍ଷରୁ ଅଧିକ ଟଙ୍କା ଚୋରି

ଅନୁଗୁଳ: ଅନୁଗୁଳରେ ମାତିଛନ୍ତି ଏଟିଏମ୍ ଲୁଟେରା । ଲଗାତର ଦୁଇ ଦିନରେ ଦୁଇଟି ଏଟିଏମ୍ ଲୁଟ୍ କରିଛନ୍ତି ଲୁଟେରା । ଆଜି ଦ୍ୱିତୀୟ ଦିନରେ ଅମଲାପଡା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ଭାଙ୍ଗି ଲୁଟେରାମାନେ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଆଜି ସକାଳେ ବ୍ୟାଙ୍କ କର୍ମଚାରୀ…

ଅନୁଗୁଳରେ ଷ୍ଟେଟ ବ୍ୟାଙ୍କ ATM ଭାଙ୍ଗି ଲୁଟ୍ ଘଟଣାର ଖୋଳତାଡ

ଅନୁଗୁଳ: ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍ । ଅନୁଗୁଳ ସହର କରଡ଼ାଗାଡ଼ିଆ ଛକ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ ଭାଙ୍ଗି ଟଙ୍କା ଲୁଟ୍ ଘଟଣାର ଖୋଳତାଡ କରୁଛି ପୋଲିସ । ଏଯାଏଁ କାହାରିକୁ ଗିରଫ କରାଯାଇ ନାହିଁ । ଗତକାଲି ରାତିରେ ଏହି ଡକାୟତି ହୋଇଥିଲା । ଏମଟିଏମର ସଟର୍ ପକାଇ ଦେଇଥିଲେ…