Latest Odisha News

BREAKING NEWS

Browsing Tag

Anil Deshmukh

ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ପୂର୍ବତନ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଉ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ଦେଶମୁଖଙ୍କୁ ନଭେମ୍ବର ୨ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ନଭେମ୍ବର ୬ ରେ, କୋର୍ଟ ୭୧ ବର୍ଷୀୟ ଦେଶମୁଖଙ୍କୁ ନ୍ୟାୟିକ…

ଅନିଲ୍‌ ଦେଶମୁଖଙ୍କୁ ପୁଣି ଝଟ୍‌କା; ୧୫ ଯାଏ ଇଡି ହେପାଜତରେ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଜି ମଧ୍ୟ ଆଶ୍ବସ୍ତି ମିଳିନାହିଁ। ମୁମ୍ବାଇର PMLA କୋର୍ଟ ଶୁକ୍ରବାର ଦିନ ଅନିଲ ଦେଶମୁଖଙ୍କୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଇଛନ୍ତି।…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜେରା କରିବ ଇଡି, ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ ବଢ଼ିଛି । ଶହେ କୋଟି ଟଙ୍କା ବଟି ଆଦାୟ ମାମଲାରେ ତାଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିପାଇଁ ନୋଟିସ୍ ଜାରି ହୋଇଛି । ଆଜି ୧୧ଟା ସୁଦ୍ଧା ମୁମ୍ୱାଇ ସ୍ଥିତ ଅଫିସରେ ହାଜର ହେବାକୁ ଅନୀଲ ଦେଶମୁଖଙ୍କୁ…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ, ବିଭିନ୍ନ ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ପୂର୍ବତନ ପୋଲିସ କମିସନର ପରମବୀର ସିଂ ଆଣିଥିବା ଦୁର୍ନୀତି ଅଭିଯୋଗ ଉପରେ ମାମଲା ରୁଜୁ ହୋଇଛି । ଏହାସହ ଅନୀଲ ଦେଶମୁଖଙ୍କ ଘର ସମେତ ବିଭିନ୍ନ ସ୍ଥାନରେ…

ବଟି ଆଦାୟ ମାମଲା: ସିବିଆଇରେ ହାଜର ହେଲେ ଅନୀଲ ଦେଶମୁଖ, ସିବିଆଇ କରିଥିଲା ସମନ

ମୁମ୍ୱାଇ: ବଟି ଆଦାୟ ମାମଲା । ସିବିଆଇରେ ହାଜର ହୋଇଛନ୍ତି ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଆଜି ଡିଆରଡିଓର ଏକ ଗେଷ୍ଟ ହାଉସରେ ହାଜର ହୋଇଛନ୍ତି । ଗତ ଏପ୍ରିଲ ୧୨ ତାରିଖରେ ହାଜର ହେବାକୁ ସିବିଆଇ ତାଙ୍କୁ ସମନ କରିଥିଲା । ଏହାପୂର୍ବରୁ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ…

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗର ତଦନ୍ତ କରିବ ସିବିଆଇ

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ । ପ୍ରାଥମିକ ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୧୫ ଦିନ ଭିତରେ ତଦନ୍ତ ସାରିବାକୁ କହିଛନ୍ତି କୋର୍ଟ । ଏହାପରେ…