Latest Odisha News

BREAKING NEWS

Browsing Tag

Anjana Mishra Gangrape Case

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ବିବନକୁ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ଖୋଲିବ ୧୯୯୯ ମସିହା ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ଅନେକ ଗୁମର । ଷଡ଼ଯନତ୍ର ପଛର ସତ କହିବ ମାଷ୍ଟରମାଇଣ୍ଡ ବିବନ ବିଶ୍ୱାଳ । ୨୨ବର୍ଷ ତଳର ସେହି ଜଘନ୍ୟକାଣ୍ଡର ଗୋଟିଏ ଗୋଟିଏ ସତ ତା ପାଖରୁ ବାହାର କରିବ ସିବିଆଇ । ଆଜିଠାରୁ ତାକୁ ଦୁଇ ଦିନିଆ ରିମାଣ୍ଡରେ…

ସତ ଉଗାରିବ ବିବନ: ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ଯିବ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନର ଟିଆଇ ପରେଡ ସରିଛି । ଆଜିଠୁ ରିମାଣ୍ଡରେ ଯିବ ଅଭିଯୁକ୍ତ । ଆଜିଠୁ ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବ । ତା ମୁହଁରୁ ଘଟଣାର ସତ ବାହାର କରିବ ତଦନ୍ତକାରୀ ଟିମ୍ । କୁତ୍ସିତ…

ବିବନକୁ ଚିହ୍ନଟ କରିବେ ଅଞ୍ଜନା, ଆଉ କିଛି ସମୟ ପରେ ଝାରପଡ଼ା ଜେଲରେ ଟିଆଇ ପରେଡ୍

ଭୁବନେଶ୍ୱର: ୨୨ବର୍ଷ ପରେ ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡକୁ ଚିହ୍ନଟ କରିବେ ଅଞ୍ଜନା ମିଶ୍ର । ମୁଖ୍ୟ ଅଭିଯୁକ୍ତ ବିବନକୁ ଚିହ୍ନିବେ ଅଭିଯୋଗକାରିଣୀ । ଆଉ କିଛି ସମୟ ପରେ ଭୁବନେଶ୍ୱର ଝାରପଡ଼ା ଜେଲରେ ବିବନର ହେବ ଟିଆଇ ପରେଡ । ଏଥିପାଇଁ ଗତକାଲି ସିବିଆଇକୁ ଅନୁମତି ଦେଇଥିଲେ ସିବିଆଇ ସେସ୍ପାଲ୍…