Latest Odisha News
Browsing Tag

arjun kapoor

ଅର୍ଜୁନ କପୁରଙ୍କୁ ଗୋଟିଏ ଫିଲ୍ମରେ ରିଜେକ୍ଟ କରିଦେଇଥିଲେ ଆଦିତ୍ୟ ଚୋପ୍ରା

ଭୁବନେଶ୍ୱର: ନାଁ କରା ଅଭିନେତା ତଥା ସଫଳ ପ୍ରଯୋଜକ ବୋନି କପୁରଙ୍କ ପୁଅ ଅର୍ଜୁନ କପୁର ଥରେ ରିଜେକ୍ଟ ହୋଇଥିଲେ । ଅର୍ଜୁନଙ୍କ ଫଟୋ ଦେଖି ଆଦିତ୍ୟ ଚୋପ୍ରା ଥରକେ ହିଁ ମନା କରିଦେଇଥିଲେ । ଆଦିତ୍ୟ କହିଥିଲେ ଯେ, “ଇଏ ତ ହିରୋ ହେଇପାରିବନି, ୟାଙ୍କୁ ସହଯୋଗୀ ହିସାବରେ ନେଇପାରିବା ।” ବଲିଉଡ଼…

ବିବାହ ପାଇଁ ଅର୍ଜୁନ ଆଶ୍ଚର୍ଯ୍ଯ

ଭୁବନେଶ୍ୱର : ବଲିଉଡରେ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଏବେ ଆଗରେ। ମଲାଇକା ଏବଂ ଅର୍ଜୁନ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ଆନୁଷ୍ଠାନିକ ଭାବରେ ୨୦୧୯ରେ ସେମାନଙ୍କର ସମ୍ପର୍କ ଘୋଷଣା କରିଥିଲେ। ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ…

ମଲାଇକା-ଅର୍ଜୁନଙ୍କ ପ୍ରେମର ସାଇଡ଼ ଇଫେକ୍ଟ: ସଲମାନ ଓ ବୋନିଙ୍କ ସମ୍ପର୍କରେ ଆସିଲା ଫାଟ

ମୁମ୍ବାଇ: ବିଗତ କିଛିଦିନ ଧରି ବି-ଟାଉନରେ ଚର୍ଚ୍ଚାର ବିଷୟ ସାଜିଥିବା ହ୍ୟାଣ୍ଡସମ ହଙ୍କ ଅର୍ଜୁନ କପୁର ଓ ହଟ୍ ମମ ମଲାଇକା ଆରୋରାଙ୍କ ଲଭଷ୍ଟୋରୀକୁ ଖୁବଶୀଘ୍ର ମିଳିପାରେ ଏକ ପରିଚୟ । ଲାକମି ଫ୍ୟାଶନ ୱକ୍ ରେ ଦୁହେଁ ଏକାଠି ବସିଥିବାର ନଜର ଆସିଥିଲେ। ସେମାନଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ…

ଆଜି ମଲାଇକାଙ୍କ ଜନ୍ମଦିନ: ଇନଷ୍ଟାଗ୍ରାମରେ ଫଟୋ ସହ ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ମୁମ୍ବାଇ: ବି-ଟାଉନରେ ସର୍ବଦା ଚର୍ଚ୍ଚାର ପରିସର ମଧ୍ୟରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରାଙ୍କର ଆଜି ହେଉଛି ଜନ୍ମଦିନ । ଏହି ଅବସରରେ ବଲିଉଡ ଜଗତର ନାମିଦାମୀ କଳାକାରଙ୍କ ଶୁଭେଚ୍ଛାର ସୁଅ ତାଙ୍କ ପାଖକୁ ଛୁଟୁଛି । ମଲାଇକାଙ୍କ ପାଇଁ ଆସିଥିବା ସବୁ ଶୁଭେଚ୍ଛା ବାର୍ତ୍ତା ମଧ୍ୟରେ ଜଣଙ୍କ…