Latest Odisha News

BREAKING NEWS

Browsing Tag

Arrest Warrant

ଶେଖ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ ବୃଦ୍ଧି ପାଇବାରେ ଲାଗିଛି। ବାଂଲାଦେଶ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ନଭେମ୍ବର ୧୮ ସୁଦ୍ଧା ଶେଖ ହସିନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶେଖ ହସିନାଙ୍କ ବ୍ୟତୀତ ୪୫ ଜଣଙ୍କ…

ମାଓବାଦୀଙ୍କ ନାଁରେ ଲାଗିଲା ପୋଷ୍ଟର, ସୂଚନା ଦେଲେ ମିଳିବ ୫ ରୁ ୧୦ ଲକ୍ଷ ଟଙ୍କା

କୋରାପୁଟ: ମାଓବାଦୀଙ୍କ ନାଁରେ ଲାଗିଛି ପୋଷ୍ଟର । ସେମାନଙ୍କୁ ଧରାଇଲେ ଦିଆଯିବ ପୁରସ୍କାର। ଆଜି ସକାଳୁ କୋରାପୁଟ ବସ୍ ଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଦେଖି ଲୋକମାନେ ଭୟଭୀତ ହୋଇଛନ୍ତି । ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIR)ର କଲିକତା କାର୍ଯ୍ୟାଳୟ ତରଫରୁ  ଏହି ମୋଷ୍ଟ…

ଦୀର୍ଘ ଦୁଇ ଘଣ୍ଟା ଧରି କୋର୍ଟ ହେପାଜତରେ ରହିଲେ ସପ୍ନା ଚୌଧୁରୀ

ଲକ୍ଷ୍ନୌ: ଅଡୁଆରେ ପଡିଲେ ନୃତ୍ୟ କଳାକାର ସପ୍ନା ଚୌଧୁରୀ। ନିଜର ଏକ କାର୍ଯ୍ୟକ୍ରମ ବାତିଲ କରି ଟିକେଟ୍ ଟଙ୍କା ଫେରସ୍ତ ନକରିବା ମାମଲାରେ ସପ୍ନା ସୋମବାର ପ୍ରାୟ ଦୁଇ ଘଣ୍ଟା ଧରି କୋର୍ଟ ହେପାଜତରେ ରହିଥିଲେ। ଭବିଷ୍ୟତରେ ସେ ଅଦାଲତ ଶୁଣାଣିରେ ହାଜର ହୋଇ ସହଯୋଗ କରିବା ସର୍ତ୍ତରେ କୋର୍ଟ…

କେଉଁଝର ଜିଲ୍ଲାପାଳଙ୍କୁ ୱାରେଣ୍ଟ ମାମଲାରେ ହାଇକୋର୍ଟରୁ ଆଶ୍ୱସ୍ତି

କଟକ: ସୋମବାର ହାଇକୋର୍ଟ କେଉଁଝର ଜିଲ୍ଲାପାଳଙ୍କ ବିରୋଧରେ ଜାତୀୟ ଜନଜାତି କମିଶନ ଜାରି କରିଥିବା ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଜଷ୍ଟିସ୍ ରଥ ଦର୍ଶାଇଛନ୍ତି ଯେ, କମିଶନ ନିୟମ-୨୦୨୧ ଅନୁଯାୟୀ ତାଙ୍କ ପରିଧି ବାହାରେ କ୍ଷମତା…

କେଉଁଝର ଜିଲ୍ଲାପାଳଙ୍କ ନାଁରେ ଗିରଫ ୱାରେଣ୍ଟ

ଭୁବନେଶ୍ୱର: ବାରମ୍ବାର ହାଜର ନୋଟିସ ଜାରି ହେବା ସତ୍ତେ୍ୱ ହାଜର ହେଲେନି ଜିଲ୍ଲାପାଳ । କେଉଁଝର ଜିଲ୍ଲାପାଳଙ୍କୁ ଗିରଫ କରି ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର କରିବାକୁ ୱାରେଣ୍ଟ ଜାରି ହୋଇଛି । ବିଭିନ୍ନ ଜନଜାତି ଉତ୍ପୀଡ଼ନ ସଂପର୍କିତ ମାମଲାରେ କମିଶନ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ…