Latest Odisha News

BREAKING NEWS

Browsing Tag

Assam Flood

ଆସାମରେ ବନ୍ୟା ବିତ୍ପାତ; ୨୦ଟି ଜିଲ୍ଲାରେ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକେ ପ୍ରଭାବିତ

ଗୌହାଟି: ଉତ୍ତର-ପୂର୍ବ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ପରେ ପାଣିଘେରରେ ଅଛନ୍ତି ଅନେକ ଗ୍ରାମର ଲୋକେ। ୨୦ଟି ଜିଲ୍ଲାର ପ୍ରାୟ ୧.୨୦ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA)ର ରିପୋର୍ଟ ଅନୁଯାୟୀ…

ଆସାମର ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ମହାରାଷ୍ଟ୍ର ବିଧାୟକଙ୍କ ଉପହାସ !

ଗୌହାଟି: ଆସାମ ବନ୍ୟାରେ ଭାସୁଛି, ମହାରାଷ୍ଟ୍ର ରାଜନୈତିକ କନ୍ଦଳକୁ ବି ଦେଖୁଛି । ବନ୍ୟାରେ ଆସାମର ୩୫ ଜିଲ୍ଲା ମଧ୍ୟରୁ ୨୮ ଜିଲ୍ଲାର ୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏପ୍ରିଲରୁ ଏବେ ଯାଏ ବନ୍ୟା ଓ ଭୂ-ସ୍ଖଳନରେ ୧୧୭ ଜଣଙ୍କ ଜୀବନ ଯାଇଛି । ସିଲଚରର ୮୦ ପ୍ରତିଶତରୁ ଅଧିକ ଲୋକ…

ଆସାମରେ ଭୟଙ୍କର ବନ୍ୟା ସ୍ଥିତି, ପାଣିଘେରରେ ୨୨୨ ଗାଁ

ନୂଆଦିଲ୍ଲୀ: ଆସାମରେ ଲଗାଣ ବର୍ଷା ଆଣିଛି ବନ୍ୟା । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ଚାଷ ଜମି ବୁଡ଼ିଛି । ଲୋକ ଘରୁ ପାଦ କାଢ଼ି ପାରୁ ନାହାନ୍ତି । ବନ୍ୟା ପାଣିଘେରରେ ଅଛନ୍ତି ୫୭ ହଜାର ଲୋକ । ୨୨୨ଟି ଗାଁ ପ୍ରଭାବିତ ହୋଇଛି । ୧୦ହଜାରରୁ ଅଧିକ ହେକ୍ଟର ଚାଷଜମିରେ ନଷ୍ଟ ହୋଇଛି…

ଆସାମରେ ପୁଣି ବନ୍ୟା, ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଦିସପୁର: ଆମାସରେ ପୁଣି ବନ୍ୟା । ଚଳିତ ବର୍ଷ ତୃତୀୟ ଥର ପାଇଁ ବନ୍ୟାକୁ ସାମ୍ନା କୁରଛି ଆସାମ । ବନ୍ୟା ଯୋଗୁଁ ୧୩ ଜିଲ୍ଲାର ୩ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ସୂଚନା ଅନୁସାରେ ସୋମବାର ଆସମରେ ପ୍ରବଳ ବର୍ଷା ଯୋଗୁଁ ସେଠାକାର ବନ୍ୟା ସ୍ଥିତି ଆହୁରି ବିଗିଡି ଯାଇଛି । କରୋନା…

ଆସାମରେ ଭୟଙ୍କର ବନ୍ୟା: ସହାୟତାର ହାତ ବଢ଼ାଇଲା ଜାତିସଂଘ

ଆସାମ: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି । ଏପର୍ଯ୍ୟନ୍ତ କମିବାର ନାଁ ନେଉନାହିଁ । ସେଠାକାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ବନ୍ୟା ଦ୍ୱାରା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିସହ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ଆସାମରେ ଭାରତ…