ନୟାଗଡରେ କଲେଜ ଛାତ୍ରଙ୍କୁ ଆକ୍ରମଣ
ନୟାଗଡ: ପୁରୀ ଜିଲ୍ଲାର ଏସସିଏସ୍ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କୁ କିଛି ଦୃର୍ବୁତ୍ତ ଫତେଗଡ ଅନ୍ତର୍ଗତ ପାର୍ବତୀପୁର ଗ୍ରାମରେ ବୁଧବାର ଦିନ ଆକ୍ରମଣ କରିଥିବା ବେଳେ ନୟାଗଡ ଜିଲ୍ଲା ସଦର ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।
ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଅନୁଯାୟୀ…