Latest Odisha News

BREAKING NEWS

Browsing Tag

ayushman khurana

ଜିଲ୍ଲା ମହୋତ୍ସବରେ ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ

ଯାଜପୁର : ଜିଲ୍ଲା ମ‌ହୋତ୍ସବର ତୃତୀୟ ସଂଧ୍ୟା । ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବଲିଉଡ କଳାକାର ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ  । ଆୟୁସମାନ ମଞ୍ଚ ଉପରକୁ ଆସି ଦର୍ଶକଙ୍କୁ ଉତ୍ସାହିତ କରିବା ସହ ଗୋଟିଏ ପରେ ଗୋଟିଏ ଗୀତ ଗାଇ ନିଜ ଗୀତରେ ଦର୍ଶକଙ୍କୁ ହଜେଇ ଦେଇଥିଲେ ।…

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ‘ଡ୍ରିମଗାର୍ଲ’

ମୁମ୍ବାଇ: ଫ୍ରାଇଡେ ରିଲିଜ୍‌ରେ ହଲ୍‌କୁ ଆସିଛି ନୂଆ ମୁଭି ‘ଡ୍ରିମଗାର୍ଲ’ । କମେଡିରେ ଭରପୁର ଏହି ଚଳଚ୍ଚିତ୍ରର ଲିଡ଼ ରୋଲରେ ଅଛନ୍ତି ଫିଲ୍ମ ଫେୟାର ପୁରସ୍କାର ପ୍ରାପ୍ତ ଅଭିନେତା ଆୟୁଷ୍ମାନ୍‌ ଖୁରାନା । ଫିମେଲ୍‌ ଭଏସ ସହ ଫିମେଲ୍‌ ଲୁକ୍‌ରେ ନଜର ଆସିଛନ୍ତି ଆୟୁଷ୍ମାନ। ତାଙ୍କ ଅପୋଜିଟରେ…

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ‘ଆର୍ଟିକିଲ ୧୫’

ମୁମ୍ବାଇ: ରିଲିଜ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଆର୍ଟିକିଲ ୧୫' । ରିଲିଜ ହେବା ମାତ୍ରେ ଏହାକୁ ଭଲ ରେସ୍ପନ୍ସ ମଧ୍ୟ ମିଳିଛି । ଅନୁଭବ ସିହ୍ନା ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମଟି ଆୟୁଷ୍ମାନଙ୍କ କ୍ୟାରିୟରର ଆଉ ଏକ ହିଟ ଫିଲ୍ମ ହେବ ବୋଲି…