ବାହାନଗା ଟ୍ରେନ୍ ଦୁର୍ଘଟଣା, ମୃତଦେହର ଦାବିଦାର ନ ଆସିଲେ ବୈଜ୍ଞାନିକ ପଦ୍ଧତିରେ ହେବ ଶବ ସତ୍କାର
ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଇତି ମଧ୍ୟରେ ୨୦୦ରୁ ଅଧିକ ମୃତଦେହକୁ ପ୍ରଶାସନ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି । ତଥାପି ଏବେ ବି ଭୁବନେଶ୍ୱର ଏମ୍ସରେ ରହିଛି ଆଉ ୮୧ଟି ମୃତଦେହ ।
୮ ଦିନ ଧରି ମୃତଦେହ ଗୁଡ଼ିକୁ ସଂରକ୍ଷିତ ରଖା…