ଆମ ଐତିହ୍ୟ : ବାଣପୁରର ଦକ୍ଷପ୍ରଜାପତି ବା ଦକ୍ଷେଶ୍ୱର ମହାଦେବ ମନ୍ଦିର- କଳିଙ୍ଗ ସ୍ଥାପତ୍ୟ କଳାର ଆଉ ଏକ ଉତ୍କୃଷ୍ଟ…
କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ
ଗୌରବମୟ କଳିଙ୍ଗ ସ୍ଥାପତ୍ୟ କଳାର ନିଦର୍ଶନ ହେଉଛି ଓଡ଼ିଶାର କୋଣ ଅନୁକୋଣରେ ରହିଥିବା ଅନେକ ପ୍ରାଚୀନ ମନ୍ଦିର ଓ ଐତିହ୍ୟ ସ୍ଥଳ । ଏମିତି ଏକ ନିଆରା ମନ୍ଦିର ହେଉଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ଦକ୍ଷପ୍ରଜାପତି ବା…