Latest Odisha News

BREAKING NEWS

ଆମ ଐତିହ୍ୟ : କଳିଙ୍ଗ ସ୍ଥାପତ୍ୟ କଳାର ଭିନ୍ନ ଏକ ପରିଭାଷା, ବୌଦ୍ଧର ‘ପଶ୍ଚିମ ସୋମନାଥ’,…

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଓଡିଶାର ପ୍ରାଚୀନ ମନ୍ଦିର ଏବଂ ଐତିହ୍ୟ ସ୍ଥଳୀ ତଥା ସେଗୁଡିକର ନିର୍ମାଣଶୈଳୀ ମଧ୍ୟରେ ଲୁକ୍କାୟିତ ରହିଛି ଅନେକ କାହାଣୀ ଓ କିମ୍ବଦନ୍ତୀ । କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳାରେ ମୁଖ୍ୟତଃ ରେଖା ଦେଉଳ, ପିଢା ଦେଉଳ ଓ ଖାଖରା ନିର୍ମାଣ…

କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଓ ନିର୍ମାଣ ଶୈଳୀର ପରିବର୍ତ୍ତନର ପରିଚାୟକ ବୌଦ୍ଧର ଗନ୍ଧରାଡି ବା ଚାରିଶମ୍ଭୁ ମନ୍ଦିର ଯୁଗଳ

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ କଳିଙ୍ଗ ସ୍ଥାପତ୍ୟ ଓ ମନ୍ଦିର ଶୈଳୀର ଅଭ୍ୟୁଦୟ ଷଷ୍ଠ ଶତାବ୍ଦୀରୁ ଆରମ୍ଭ ହୋଇ ପଞ୍ଚଦଶ ଶତାବ୍ଦୀ ଯାଏ ବିଭିନ୍ନ ମନ୍ଦିରର ନିର୍ମାଣରେ ପରିଲକ୍ଷିତ ହୋଇଛି । ସେହିଭଳି ଏକ ପରିବର୍ତ୍ତନ କାଳର ପରିଚାୟକ ହେଉଛି ବୌଦ୍ଧ ସହର ଠାରୁ ପ୍ରାୟ…

ଆମ ଐତିହ୍ୟ : ଏକାମ୍ର କ୍ଷେତ୍ରର ପ୍ରମୁଖ ପ୍ରାଚୀନ ବିଷ୍ଣୁ ମନ୍ଦିର ‘ଅନନ୍ତ ବାସୁଦେବ’

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ଏକ ସମୟରେ ୭୦୦ରୁ ଉର୍ଦ୍ଧ୍ବ ପ୍ରାଚୀନ ମନ୍ଦିର ରହିଥିବା ବିଶ୍ୱାସ କରାଯାଉଥିବାବେଳେ ଏବେ ସେଥି ମଧ୍ୟରୁ ପ୍ରାୟ ୩୦୦ ମନ୍ଦିର ଭିନ୍ନ ଭିନ୍ନ ସ୍ଥିତିରେ ରହିଛି । ଚକ୍ରକ୍ଷେତ୍ର ଭାବେ ଅଭିହିତ…

ଆମ ଐତିହ୍ୟ : ବାଣପୁରର ଦକ୍ଷପ୍ରଜାପତି ବା ଦକ୍ଷେଶ୍ୱର ମହାଦେବ ମନ୍ଦିର- କଳିଙ୍ଗ ସ୍ଥାପତ୍ୟ କଳାର ଆଉ ଏକ ଉତ୍କୃଷ୍ଟ…

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଗୌରବମୟ କଳିଙ୍ଗ ସ୍ଥାପତ୍ୟ କଳାର ନିଦର୍ଶନ ହେଉଛି ଓଡ଼ିଶାର କୋଣ ଅନୁକୋଣରେ ରହିଥିବା ଅନେକ ପ୍ରାଚୀନ ମନ୍ଦିର ଓ ଐତିହ୍ୟ ସ୍ଥଳ । ଏମିତି ଏକ ନିଆରା ମନ୍ଦିର ହେଉଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ଦକ୍ଷପ୍ରଜାପତି ବା…

ପ୍ରାଚୀ ନଦୀ ଅବବାହିକାର ଭିନ୍ନ ଏକ ପ୍ରାଚୀନ ତନ୍ତ୍ରପୀଠ ‘ବାରାହୀ ଦେଉଳ’

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଉପକୂଳ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଅବବାହିକାରେ ରହିଛି ଅଷ୍ଟମ ଶତାବ୍ଦୀ ରୁ ଆରମ୍ଭ କରି ପଂଚଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ଅନେକ ପ୍ରାଚୀନ ମନ୍ଦିର ।  ତେବେ ସେଥି ମଧ୍ୟରୁ ନିର୍ମାଣ ଶୈଳୀରେ ସବୁଠାରୁ ନିଆରା ଏକ…

ଓଡ଼ିଶାର ସବୁଠୁ ଉଚ୍ଚତମ ଏବଂ ପ୍ରାଚୀନ ଇଟା ନିର୍ମିତ ମନ୍ଦିର ‘ଇନ୍ଦ୍ରଲାଠ’

କୃଷ୍ଣ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଐତିହ୍ୟ ଭରା ଓଡ଼ିଶାରେ ଉତ୍କୃଷ୍ଟ ପଥର ଶିଳ୍ପ,କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ଅନେକ ଜ୍ୱଳନ୍ତ ଉଦାହରଣ ରହିଛି । ତେବେ ଲାଲ ଇଟାରେ ସୁନ୍ଦର ଭାବରେ ନିର୍ମିତ ଏକ ସୁଉଚ୍ଚ ପ୍ରାଚୀନ ଶିବ ମନ୍ଦିର ରହିଛି ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଆଲ…

ସନ୍ତାନମାନଙ୍କ ଶରୀର ସୁରକ୍ଷା ପାଇଁ ଷଷ୍ଠୀ ଓଷା ବା ଷଠିଓଷା ପର୍ବ

(ଓଡିଶାର ପର୍ବପର୍ବାଣୀକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା) ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାରର ସ୍ଥାନୀୟ ବା ଆଞ୍ଚଳିକ ପର୍ବପର୍ବାଣି ପାଳନ କରାଯାଇଥାଏ । ଏମିତି ଏକ ପର୍ବ ହେଉଛି ଷଷ୍ଠୀ ଓଷା ବା ଷଠିଓଷା । ଅବିଭକ୍ତ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଏହା ଏକ ପ୍ରମୁଖ ପର୍ବ । ବାଲି…

ଭିନ୍ନ ଜଣେ ସଂଗ୍ରାହକ…ଏଯାଏଁ ସଂଗ୍ରହ କରିଛନ୍ତି ପ୍ରାୟ ତିନି ହଜାରରୁ ଅଧିକ ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁ ଦେବାଦେବୀଙ୍କ ମଧ୍ୟରେ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର । ଆଦ୍ୟପୂଜ୍ୟ ଗଣେଶ ପ୍ରତ୍ୟେକଟି ହିନ୍ଦୁଙ୍କ ଠାକୁର ଘରେ ପୂଜା ପାଉଥିବେ ନହେଲେ ପେଣ୍ଟିଂ କିମ୍ବା ଘରସଜ୍ଜା ସାମଗ୍ରୀ ଭାବେ ସଜା ହୋଇଥିବେ ନିଶ୍ଚୟ । ଅନେକଙ୍କ ଘରେ ବିଭିନ୍ନ ସାମଗ୍ରୀରେ ତିଆରି ଭିନ୍ନ ଭିନ୍ନ ପ୍ରକାର…

ରେଖାପଞ୍ଚମୀରେ ବାଘ ପାଇଁ ପିଠା ବଢ଼ା ପ୍ରଥା

ଓଡିଶାର ଗ୍ରାମ୍ୟ ପର୍ବପର୍ବାଣୀ, ପରମ୍ପରାକୁ ନେଇ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ୱତନ୍ତ୍ର ଆଲେଖ୍ୟ ପିଲାବେଳୁ ରେଖାପଞ୍ଚମୀ ପାଳନ ସବୁବେଳେ ଥିଲା ଏକ ଅଲଗା ଉତ୍ସାହ ଓ ଅନୁଭୂତି । ଏଇ ପର୍ବକୁ ନେଇ ବିଶେଷ ପ୍ରସ୍ତୁତି ଆଉ ଶେଷରେ ବାଡିପଟେ କବାଟ ବାହାରେ ବାଘ ଉଦ୍ଦେଶ୍ୟରେ କଦଳୀ ପତ୍ରରେ…