ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୯)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୯
ମୋ' ପରିଶ୍ରମ ସାର୍ଥକ ହେଉଥିଲା। ଆଃ ,ମନଖୁସି। ବରଗଛ ମୂଳରୁ ଆସିଥିବା ସନିଆ, ମୁଗୁନିଙ୍କୁ ଟ୍ରେନିଂ ପରେ ବାଉଁଶରେ ଘରସଜା ଜିନିଷଠାରୁ ନାନାଦି ଘର ଉପକରଣ ବନେଇ ପ୍ରଦର୍ଶିତ କରାଯାଇଥିଲା। ଅସମ୍ଭବ ଭାବରେ ଲୋକପ୍ରିୟତା…