ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୮ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୮
ଆମ ଗାଈଆଳ ପିଲା ଶୁକ୍ରା ଭାରି ଚଗଲା। ଗୋଠଧରି ଗଲାବେଳେ କାହା ବାଡିରୁ ପିଜୁଳି, କାକୁଡି ଅଣ୍ଟିରେ ନେଇଥିବ କୋଉ ଖଞ୍ଜରେ ଯେ ବୁଝିହବନି। ତା' ସହିତ କିଏ ପିଠା ଖଣ୍ଡେ, ମୁଢିମୁଠେ ଦେଲେ ଗାମୁଛା କୋଣରେ ବାନ୍ଧିବ। …