Latest Odisha News

BREAKING NEWS

Browsing Tag

Bank Strike

ବ୍ୟାଙ୍କ ଧର୍ମଘଟ ସାଜିଲା ବାଧକ, ୧୯ ହଜାର କୋଟି ଟଙ୍କାର ବ୍ୟାବସାୟିକ କାର୍ଯ୍ୟ ବାଧାପ୍ରାପ୍ତ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଘରୋଇକରଣକୁ ନୀତି ବିରୋଧରେ ଦେଶବ୍ୟାପୀ ଦିଆଯାଇଥିବା ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଶେଷ ହୋଇଛି । ଧର୍ମଘଟରେ ୭ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହେବା ଯୋଗୁ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଥିଲା ବ୍ୟାଙ୍କ କାର୍ଯ୍ୟ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍…

ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ

ଦିଲ୍ଲୀ: ଆଜି ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜିବି ବ୍ୟାଙ୍କ ବନ୍ଦ ରହିଛି । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଆନ୍ଦୋଳନ କରିଛନ୍ତି । ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ…

ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର: ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫøାରମ୍ ଅଫ୍ ବ୍ୟାଙ୍କ ୟୁନିଅନ(ୟୁବିଏଫ୍‌ୟୁ) ପକ୍ଷରୁ ଆଜି ଓ ଆସନ୍ତାକାଲି ଧର୍ମଘଟ ଡାକରା ଦିଆଯାଇଛି । ତେଣୁ ନଅଟି ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଧିକାରୀ ସଂଘ ଆଜିର ଧର୍ମଘଟରେ ସାମିଲ ହୋଇଛନ୍ତି । ଦେଶବ୍ୟାପୀ ପ୍ରାୟ ୧୦ ଲକ୍ଷରୁ…

ଆସନ୍ତାକାଲି ଓ ମଙ୍ଗଳବାର ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ । ସେହିପରି ମଙ୍ଗଳବାର ମଧ୍ୟ ବ୍ୟାଙ୍କ କାରବାର ହେବନି । ବ୍ୟାଙ୍କ ମିଶ୍ରଣ ଓ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରତିବାଦରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ୟୁନିୟନ । ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନସ ପକ୍ଷରୁ ଦିଆଯାଇଥିବା…

ଆସନ୍ତା ୧୫ ଓ ୧୬ ତାରିଖରେ ଦୁଇ ଦିନିଆ ବ୍ୟାଙ୍କ ବନ୍ଦ

ଭୁବନେଶ୍ବର : ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ଧର୍ମଘଟ ଡାକରା ଦେଲା ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ । ଆସନ୍ତା ୧୫ ଓ ୧୬ ତାରିଖରେ ଦୁଇ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସଂଘ । ଏନେଇ ସୂଚନା ଦେଇଛନ୍ତି AIBOCର ଓଡ଼ିଶା ୟୁନିଟ୍ ସଭାପତି ଦାମୋଦର ନନ୍ଦ ।…