ଜୋର୍ ଧରିଲା ବେଆଇନ୍ ଚିଙ୍ଗୁଡି ଘେରି ବନ୍ଦ ଦାବି, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା
ଭଦ୍ରକ: ବେଆଇନ୍ ଚିଙ୍ଗୁଡି ଘେରି ବନ୍ଦ ଦାବିରେ ତାତିଲେ ସ୍ଥାନୀୟ ଲୋକ । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା । ଚାନ୍ଦବାଲି ବ୍ଲକର ଆରଡି, ନୂଆଗାଁ, ଯଶିପୁର ଗ୍ରାମ ପଞ୍ଚାୟତ ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଦାବିପତ୍ର…