ଭାଷା ଭାଗବତ : ସୁଦୀର୍ଘ ସାଧନା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅଧ୍ୟୟନରୁ ଲେଖା ଜାତ
ପୁନର୍ଲିଖନ ଅବ୍ୟାହତ
ରହିଲେ ଏ କାଳ ସହିତ
କିଏ କି ହୁଏ ଉପକୃତ?
ସ୍ବାନୁଭୂତିକୁ ମୂଳ ପୁଂଜି
କରିବା ପାଇଁ ହେଲେ ରାଜି
ବର୍ତମାନ ସହିତ ଲାଖି
ବହୁ କଥା ପାରିବା ଲେଖି
ଅଯଥା ହେଲେ କାଳଚ୍ୟୁତ
ଅତୀତ ଆଉ…