ଭାଷା ଭାଗବତ : ଚମତ୍କାର କରେ ଚିତ୍କାର
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଚମତ୍କାର କରେ ଚିତ୍କାର
" ନ ବୁଝି ଶବ୍ଦାର୍ଥ ମୋହର
କିଆଁ କରୁଛ ବ୍ୟବହାର
ହେ ପ୍ରିୟ ପାଠକ ପ୍ରବର ?
ସତରେ ଯାହା ଚମତ୍କାର
ସେଆଡ଼େ ବୁଲାଅ ନଜର
ଶୁଖା ମାଟିରେ ବୁଣେ ଧାନ
ଏଠାରେ କୃଷକ ସଂତାନ
ଅଶ୍ରୁ-ସେଚିତ ମାଆ ମାଟି…