ଭାଷା ଭାଗବତ : ସାହିତ୍ୟର ଶକ୍ତି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସ୍ବଦେହ ସଂଦେହ-ବିହୀନ
ହେଲେ ହିଁ ଚିତ୍ତ ପରିଚ୍ଛନ୍ନ
ହୁଏ, ଉଭେଇଯାଏ ଡର
ସଂଭବ ସବୁ ଉପକାର
' ଲୋକେ କ'ଣ ଭାବିବେ? ' ଚିଂତା
ସୃଷ୍ଟି କରିଲେ ଅସ୍ଥିରତା
ବଚନ ପାଲଟେ ସଂଳାପ
ସତ୍ୟର ମୁକ୍ତ ଅପଳାପ
ଅଧିକ ମଧୁର ଆଳାପ…