ଭାଷା ଭାଗବତ : ସ୍ବଭାଷା ଶିକ୍ଷା ଧାରା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୨
ପ୍ରଥମେ ଧ୍ବନି ଉଚ୍ଚାରଣ
କରି ଶିଖଂତି ଶିଶୁଗଣ
ତା'ପରେ ଅକ୍ଷର ଲିଖନ
ଆକାର, ରୂପ, ରଂଗ ଭିନ୍ନ
ବଦଳେନାହିଁ ଉଚ୍ଚାରଣ
ରଂଗ, ରଙ୍ଗ ନୁହଂତି ଭିନ୍ନ
ସହଜେ ବୁଝେ ଶିଶୁ ମନ
ତର୍କ କରଂତି ବିଜ୍ଞଗଣ
ପାଠଶାଳା ଯେ ଯାଇନାହିଁ…