ଭାଷା ଭାଗବତ : ହେଉଁ ଭାଷାଭକ୍ତ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୦
ଶବ୍ଦଗଠିତ ଲେଖାମାନ
କରିଲେ ସୂକ୍ଷ୍ମ ଅଧ୍ୟୟନ
ତହିଁରୁ ଭାଷାଂଶ ଲକ୍ଷଣ
କରିପାରିବା ବିଶ୍ଳେଷଣ
ସର୍ବାଂଚଳରୁ ସଂଗୃହୀତ
କଥିତ ଭାଷାର ଦୃଷ୍ଟାଂତ
ମିଳିଲେ ଦିଶେ ଯେଉଁ ରୂପ
ତାହା ହିଁ ଭାଷାର ସ୍ବରୂପ
ଶୃଂଗରୁ ମୁହାଣ ପର୍ଯଂତ…