Latest Odisha News
Browsing Tag

bhasa bhagabat

ଭାଷା ଭାଗବତ : ଚିତ୍ତର ସୁଦଶା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସ୍କୃତୋଡ଼ିଆ ମିଶ୍ରଭାଷା ଯୋଗୁଁ ହୋଇଛି ଯେଉଁ ଦଶା ଚଂଚଳ ତା'ର ନିବାରଣ କରିଲେ ଏବେ କବିଗଣ ଓଡ଼ିଆ ନିଜ ରୂପ ଧରି ହେବ ଅଧିକ ହିତକାରୀ ଅଳ୍ପଶିକ୍ଷିତ ଆମ ଲୋକ ମାରିପାରିବେ ଜ୍ଞାନଭୋକ ପଦ୍ୟ, ଅପଦ୍ୟ ଦୁଇ ଧାରା ଆମ…

ଭାଷା ଭାଗବତ : ଉପହାସ୍ୟ ଚିଂତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏବେ କେତେକ ପ୍ରଭୁଭକ୍ତ ବିଚିତ୍ର ବ୍ୟାଧିରେ ପୀଡ଼ିତ ' ଧର୍ମୀୟ ଭାବନା ଆହତ ' ନାମରେ ତାହା ପରିଚିତ ପଢ଼ି ବାକ୍ୟ ଓ ଶୁଣି ବାଣୀ ସତରେ କାହିଁକି କେଜାଣି ମନେ ହୁଅଂତି ମିଛେ ଗୁଣି ହୋଇଗଲା ବିଶ୍ବାସ ହାନି ଏ ଧର୍ମ ଅଟେ…

ଭାଷା ଭାଗବତ : ସତ ଓ ମିଛ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟ ସବୁଠି ବିଦ୍ୟମାନ ତାହାକୁ ଦେଲେ ଟିକେ ଧ୍ୟାନ ନ ହୋଇ କଳ୍ପନା-ପ୍ରବଣ ହେବା ସତ୍ୟର ସମ୍ମୁଖୀନ ପ୍ରିୟ, ଅପ୍ରିୟ ଯାହା ହେଉ ତାହା ସ୍ବୀକାର କରିନେଉଁ ନିଜେ ବି ହୋଇଲେ ଆହତ ମାନିବା ସମ୍ମାନ ସହିତ ସତ୍ୟକୁ କରିଲେ…

ଭାଷା ଭାଗବତ : ନିଦ୍ରାନଂଦ ପାଇଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖିଲେ ଭାଷାର ଅକ୍ଷର ଦୁଶ୍ଚିଂତା ହୋଇଯାଏ ଦୂର ତେଣୁ ମୁଁ ଲିଖନ-ତତ୍ପର ସ୍ବେଚ୍ଛାରେ ହୁଏଁ ବାରଂବାର ଖଂଜିଲେ ପଦ ପରେ ପଦ ମନରୁ ହଟେ ଅବସାଦ ଯୋଡ଼ିଲେ ସ୍ବଭାଷାର ଲିପି ଚିତ୍ତରେ ଶାଂତି ଯାଏ ବ୍ୟାପି ଲେଖିଲେ ଆଉ କ'ଣ…

ଭାଷା ଭାଗବତ : ଦିବାସ୍ୱପ୍ନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶୁଣିଲେ କଥା ଦୁଇ ପଦ ଆରଂଭ କରିଲେ ବିବାଦ ପ୍ରସଂଗ ହୁଏ ଆପେ ଗୌଣ ବୁଝଂତି ଆମ ନେତାଗଣ ବିବୃତିଦାତା ଯେତେ ନେତା ନ କରି ମୂଳ ଚୂଳ ଚିଂତା ଭାଂଗିଲେ ସୁଦ୍ଧା ନିରବତା ଫଳଦାୟୀ ହୁଏନି କଥା ଏତେ ଅଧିକ କହି, କହି…

ଭାଷା ଭାଗବତ : ବୁଢ଼ାଲୋକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବୁଢ଼ାଲୋକଂକୁ ' ଧୈର୍ଯ ଧର ' କହିବା ଅଭ୍ୟାସ ଯାହାର ତାହାର କାଳ, ପାତ୍ର ଜ୍ଞାନ ହୁଏନି କେବେ ପରିଚ୍ଛନ୍ନ ଯୁବକମାନେ ଏତେ ବ୍ୟସ୍ତ ଯେ, ଅଛି ହେବା ପାଇଁ ଅସ୍ତ ତାହାର ମୁଖ୍ୟ ପ୍ରୟୋଜନ କେବେ ନ କରଂତି ପୂରଣ କେବଳ ଥାଇ,…

ଭାଷା ଭାଗବତ : ପକ୍ଷୀଂକର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପକ୍ଷୀର ଭାଷା ଆନୁଗତ୍ୟ ହୁଏନି କେବେ ବିଚଳିତ କେକା, କୁହୁ ଆଉ କାକଳି କେବେ ନ ଯାଆଂତି ବଦଳି ପକ୍ଷୀ ତ ବିଶ୍ବ-ପର୍ଯଟକ ସବୁଠି ରଖେ ଭାଷା ଟେକ ଚିଁଚାଁ, କାଆକାଆ ଓ କୁହୁ ଯାହା ଯେମିତି ହୋଇଥାଉ ସବୁଠି ଚଳାଇ ତା ଭାଷା…

ଭାଷା ଭାଗବତ : ସଂସ୍କୃତି ସଂରକ୍ଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ ଅସଲି କର୍ତବ୍ୟ ପାସୋରି ଦରକାରୀ କାମ ନ କରି ବାରଂବାର ଗଲେ ବି ହାରି ଦାୟିତ୍ୱ ରହୁନି କାହାରି ଅଜାଗାରେ କରି ଗୁହାରି ନିଜ କାମ ନିଜେ ନ କରି ରହିଛୁଁ ଯେହେତୁ ନିଷ୍କ୍ରିୟ ହେଉନି ମନେ ଜ୍ଞାନୋଦୟ ସଂସ୍କାର ଶିଖାଇବା ପାଇଁ…

ଭାଷା ଭାଗବତ : ଜିଇଁବା ନିତ୍ୟକର୍ମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ରହି ଅଛୁଁ ପଡ଼ି ଜିଇଁବା ଦେଇଅଛୁଁ ଛାଡ଼ି ଏଠି ସେଠି ସର୍ବଦା ଗଡ଼ି ପାରୁନୁ ବଢ଼ି କିଂବା ଉଡ଼ି ପବନ, ବର୍ଷା ଆସେ ମାଡ଼ି ତେବେ ବି ଚଳାଇଲେ ଗାଡ଼ି ଝଡ଼ରୁ ପାରିବା ମୁକୁଳି ସଂସାର ହେବ ପୂର୍ବ ଭଳି ହୋଇ ଝଡ଼ର…

ଭାଷା ଭାଗବତ : ବହି କିଣା, ବଂଟା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅସଂଖ୍ୟ ବହି କିଣା ହୋଇ ଗ୍ରଂଥାଗାରରେ ଥାଂତି ଶୋଇ ସେ ନିଦ ହୁଏ ଦୀର୍ଘସ୍ଥାୟୀ କେହି ନିଦ ଭାଂଗଂତିନାହିଁ ଆମ ପୁସ୍ତକପ୍ରେମୀଗଣ ସଭାରେ ଦେଲେ ହେଁ ଭାଷଣ ଶୁଣିବା ପାଇଁ ନାହିଁ କାନ ବୁଝିବା ଭଳି ନାହିଁ ମନ ଲେଖକ, କବି…