ଭାଷା ଭାଗବତ : କବିତାର ଧାରା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସ୍ବୈଚ୍ଛିକ ଅନର୍ଗଳ ଚିଂତା
ପ୍ରାୟତଃ ହୁଏନି କବିତା
ଶୃଂଖଳା ସହ ସ୍ବାଧୀନତା
ରହିଲେ ସଂଭବ କବିତା
ଭାଷାର ପ୍ରଚଳିତ ରୀତି
ପ୍ରତି ରହିଲେ କିଛି ପ୍ରୀତି
କବିତା କରେ ଧୀରଗତି
ସୁସ୍ପଷ୍ଟ ହୁଏ କାବ୍ୟକୃତି
ନ କଲେ ଅଧିକ ବର୍ଣନା…