Latest Odisha News

BREAKING NEWS

Browsing Tag

Bhasa bhagabatt

ଭାଷା ଭାଗବତ : ଖାଦ୍ୟନାମରୁ ମାତ୍ରାବୋଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୬  ଖାଦ୍ୟର ନାମ ନିଶ୍ଚେ ଜାଣ ତହିଁରୁ ମାତ୍ରା ସବୁ ଚିହ୍ନ ଭାତ ପଖାଳ ଶାଗ ଖଟା ଡାଲମା ଓ ଆଳୁ ଚକଟା ମାଛ ମାଂସ ଓ ଭଜା ବରା ପ୍ରତିଟି ଆ-କାରରେ ଭରା ଡାଲି ପିଆଜି ପିଠା ବଡ଼ି ଇ-କାର ହୋଇଅଛି ଯୋଡ଼ି ରୁଟି ଚକୁଳି…

ଭାଷା ଭାଗବତ : ଶୂନ୍‌ର ସ୍ବରୂପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୧ O o ° ଏପରି ବୃତ୍ତ ହିଁ ଆଧାର ସ୍ବଭାଷା ଲିପିର ଅକ୍ଷର ଲକ୍ଷ୍ୟ କରଂତୁ ବଂଧୁଗଣ ନାହିଁ ଏହାର ନିବାରଣ ୦ ... ଚ ଟ ଗ ର ଛ ଝ ଖ ଶ ଥ ଋ ବ କ ଏହି ବାରଟି ବର୍ଣ ଶିକ୍ଷା ଦିଏ ଶବ୍ଦ ଗଠନ ଦୀକ୍ଷା ... ଚକ ରଥ ଓ ଝର ଶର ବକ ବଟ…

ଭାଷା ଭାଗବତ : ଜ୍ଞାନାନୁବର୍ତୀ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୫୮  ନିସଂପର୍କିତ ହୋଇ ଜଣେ ପ୍ରତ୍ୟେକ ମୁହୂର୍ତକୁ ଗଣେ ଭାଷଣ ଶୁଣେ ଦିଏନାହିଁ ତଥାପି ପାରେ ଏକା ରହି ମଣିଷ ସାମାଜିକ ପ୍ରାଣୀ କେ କେବେ କହିଲା କେଜାଣି ସେହି କଥାରେ ରଖି ଆସ୍ଥା ହୋଇଛି ଏପରି ଅବସ୍ଥା ପରସ୍ପରକୁ ଭଂଡି, ଠକି…

ଭାଷା ଭାଗବତ : ଭାଷା ଗୁଣାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୬ ବହୁ ଭାଷାର ଶବ୍ଦ ଆସି ଏହି ଭାଷାରେ ଯାଇ ମିଶି ଏବେ ତ ହେଲେଣି ଆମର ଉତ୍ସ ନ ପଚାରୁଁ କାହାର ଶବ୍ଦ ଉପରେ ଅଧିକାର ସମାନ ଯେଣୁ ସଭିଂକର କରଂତି ଲୋକେ ବ୍ୟବହାର ସତେ କି ଏକାଂତ ନିଜର ଶବ୍ଦଟେ ହୋଇଲେ…