Latest Odisha News

BREAKING NEWS

Browsing Tag

Bhubaneswar

ଘର କିଣିବାକୁ ଘରଣୀଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ବର: କିଛି ଦିନ ତଳେ ମାତ୍ର ଦୁଇ ବର୍ଷ ପୂରିଥିଲା ରାଜଧାନୀ ଉପକଣ୍ଠ ବାଲିଅନ୍ତାର ସୁଚିସ୍ମିତାଙ୍କ ବାହାଘରକୁ । ଏବେ ସେ ଥିଲେ ମାତ୍ର ୫ ମାସର ଗର୍ଭବତୀ । କିନ୍ତୁ ଗତକାଲି ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା…

ଦୁର୍ଘଟଣାରେ ଛିନଛତ୍ର ବସ୍, ହେଲ୍ପର ମୃତ 

ନବରଙ୍ଗପୁର: ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ତ୍ରିପାଠୀ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ହେଲ୍ପରଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରର ସୋମପେଟା ନିକଟରେ ଆଜି ଭୋରୁ ବସ ଏକ ଟିପରକୁ ଧକ୍କା ଦେଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ୩୩ ଜଣ ଯାତ୍ରୀଙ୍କୁ ନେଇ…

ହୋଲଡିଂ ଟ୍ୟାକ୍ସ ନଦେଲେ ଏବେ ଘର ସିଲ୍: ବିଏମସି

ଭୁବନେଶ୍ୱର: ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ବିରୋଧରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଟ୍ୟାକ୍ସ ଖିଲାପକାରୀଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଯାଁଳା ଫାଣ୍ଡି ଭିତରୁ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ଯାଁଳା ଫାଣ୍ଡି ଭିତରେ ଥିବା ଏକ ସିଜ୍ ଗାଡ଼ିରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କୁ ଭୁବନେଶ୍ୱର ଡିସିପି ସସପେଣ୍ଡ କରିଛନ୍ତି । ଡିସିପିଙ୍କ କହିବାନୁଯାୟୀ, 'ଗଞ୍ଜାମ ପୋଲିସର ଏହି ସିଜ ଗାଡି…

ଦର୍ଶକଙ୍କୁ ବାନ୍ଧି ରଖିଲା ଧବାଲ କ୍ଷତ୍ରୀଙ୍କ କ୍ରିଏଟିଭ ପେଣ୍ଟିଂ

ଭୁବନେଶ୍ୱର : ତିନିଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୧୫ତମ ଗୁରୁ ଦକ୍ଷିଣା ଉତ୍ସବ ଉଦଯାପିତ ହୋଇଯାଇଛି।  ଉଦଯାପନ ସମାରୋହରେ ଚିନ୍ମୟୀ କ୍ଲାସିକ ଅନୁଷ୍ଠାନର ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ପ୍ରଖ୍ୟାତ ଭିନ୍ନକ୍ଷମ ଚିତ୍ରଶିଳ୍ପୀ ଧବାଲ କ୍ଷତ୍ରୀଙ୍କ ଦ୍ଵାରା…

ବୁଦ୍ଧଆର୍ଟ ଗ୍ୟାଲେରିରେ ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ୱର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ତିନି ଦିନ ଧରି ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଦ୍ଧଆର୍ଟ ଗ୍ୟାଲେରୀ ପରିସରରେ ଏକ ପ୍ରଦର୍ଶନୀର ଆୟୋଜନ…

ଭୁବନେଶ୍ବରେ ପ୍ରତିଷ୍ଠା କରାଯାଉ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନର ଏକ କେନ୍ଦ୍ର, ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି…

ଭୁବନେଶ୍ଵର: ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି । ଏଥିମଧ୍ୟରୁ ଗୋଟିଏ କେନ୍ଦ୍ର ଭୁବନେଶ୍ବରରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି …

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଠାବ

ଭୁବନେଶ୍ୱର: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଠାବ । ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ସୁଶାନ୍ତ ସାହୁ । ସେ ସ୍ଥାନୀୟ ଅଞ୍ଚଳର ଜଣେ ଫୁଲ ବ୍ୟବସାୟୀ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆଜି ସକାଳେ ରେଳ…

ରାଜଧାନୀରେ ଚାଞ୍ଚଲ୍ୟ, ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ସିଆରପି ଛକରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଦୁଇ ଜଣ ଦୁର୍ବୃତ ତାଙ୍କୁ ହାଣି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୃତ…

ବିଡିଏ ବିଲଡର ପ୍ରୀତି, ସବ ରେଜିଷ୍ଟାରଙ୍କୁ ତାଲା ପକାଇଲେ ଓକିଲ

ଭୁବନେଶ୍ବର: ବିନା ନୋଟିଫିକେସନରେ ସବ ପ୍ଲଟ ରେଜିଷ୍ଟ୍ରେସନ ବନ୍ଦକୁ ନେଇ ତାତିଲେ ଓକିଲ । ଏଥିପାଇଁ ରେଜିଷ୍ଟ୍ରେର ଅଫିସରେ ପକାଇଲେ ତାଲା ପକାଇଲେ ଉତ୍ତ୍ୟକ୍ତ ଓକିଲ । ଯାହାକୁ ନେଇ ରେଜିଷ୍ଟାର ଅଫିସରେ ନାହିଁ ନଥିବା ଅସୁବିଧା ଦେଖାଦେଇଛି । ରେଜିଷ୍ଟ୍ରେସନ ଅଫିସରେ କିଏ ଜମିବାଡି…