Latest Odisha News
Browsing Tag

bichanda charan pradhan

ଆରପାରିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ

ଅନୁଗୁଳ: ଆଉ ନାହାଁନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ । ଅନୁଗୁଳର ଏହି ମହାନ ବ୍ୟକ୍ତିତ୍ୱଙ୍କର ୧୦୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୯୧୮, ଫେବ୍ରୁଆରୀ ୨୦ରେ ଜନ୍ମିତ ସ୍ୱର୍ଗତ ପ୍ରଧାନଙ୍କ ନିଧନରେ କେବଳ ଜିଲ୍ଲା ନୁହେଁ ବରଂ ସମଗ୍ର ଓଡିଶାରେ ଶୋକର ବାତାବରଣ ସୃଷ୍ଟି…