Latest Odisha News

BREAKING NEWS

Browsing Tag

biden

ସୋମବାର ମୋଦି-ବାଇଡେନ ଭିଡିଓ କନଫରେନ୍ସ ଜରିଆରେ କରିବେ ଆଲୋଚନା

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବେ । ରବିବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦ୍ୱିପାକ୍ଷିକ ସହଯୋଗ ଏବଂ ଦକ୍ଷିଣ ଏସିଆ ଇଣ୍ଡୋ-ପାସିଫିକ ବିଷୟକୁ ନେଇ ଆଲୋଚନା…

ଆମେରିକୀୟ ଦୂତାବାସ ନାମଫଳକରେ ବାଇଡେନ୍ ବିରୋଧୀ ପୋଷ୍ଟର

ନୂଆଦିଲ୍ଲୀ: ଆମେରିକୀୟ ଦୂତାବାସ ବାହାରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କଡ଼ା ସମାଲୋଚନା । ନୂଆଦିଲ୍ଲୀ ସ୍ଥିତ ଦୂତାବାସ ବାହାରେ ଥିବା ନାମଫଳକରେ ଲେଖାଯାଇଛି ବାଇଡେନ ଯୁଦ୍ଧ ପ୍ରୋତ୍ସାହନକାରୀ । ପାଖାପାଖି ଗୋଟେ ଡଜନ ଦେଶକୁ ଜବରଦସ୍ତି ହଇରାଣ କରିଛି ଆମେରିକା । ଚରମ ଦକ୍ଷିଣପନ୍ଥୀ ସଂଗଠନ…

ହିଟ୍‌ ଲିଷ୍ଟରେ ବାଇଡେନ୍‌, ଓବାମା, ମାର୍କ ଜୁକରବର୍ଗ

ୱାଶିଂଟନ: ହିଟ୍ ଲିଷ୍ଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପରାମର୍ଶଦାତା। ଜଣେ ବ୍ୟକ୍ତି ପିସ୍ତଲ ସହିତ ଧୀରେ ଧୀରେ ହ୍ବାଉସ୍‌ ଆଡକୁ ଯାଉଥିବାର ଦେଖିବାକୁ ମିଳିଛି। କିନ୍ତୁ ସେ ତାଙ୍କ ଉଦ୍ଦେଶ୍ୟରେ ସଫଳ ହେବା ପୂର୍ବରୁ ପୋଲିସ ତାଙ୍କୁ ଧରିଥିଲା। ଖବର ଅନୁଯାୟୀ, ଏହି ୨୫ ବର୍ଷ…

ବାଇଡେନ୍‌ଙ୍କ ଦଳରେ ପୁଣି ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ଦିନ ଗୌତମ ରାଘବନ୍ ଏବଂ ବିନୟ ରେଡ୍ଡୀଙ୍କୁ ହ୍ୱାଇଟ୍‌ ହାଉସର ବରିଷ୍ଠ କର୍ମଚାରୀଙ୍କ ଅତିରିକ୍ତ ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି। ରାଷ୍ଟ୍ରପତି ବ୍ୟକ୍ତିଗତ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଭାବରେ ଗୌତମ…

ଆଜି ରାଷ୍ଟ୍ରପତି ବାଇଡେନ୍‌ଙ୍କ‌ ଟିକାକରଣର ହେବ ସିଧାପ୍ରସାରଣ

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ୍‌ ଲାଇଭ ଟେଲିକାଷ୍ଟ ଜରିଆରେ କରୋନା ଟିକା ଗ୍ରହଣ କରିବେ। ସୂଚନା ଅନୁଯାୟୀ ବାଇଡେନ୍‌ କହିଛନ୍ତି ଯେ ମୁଁ ସୀମା ଅତିକ୍ରମ କରି ଟିକା ପାଇବାକୁ ଚାହୁଁ ନାହିଁ, କିନ୍ତୁ ମୁଁ ନିଶ୍ଚିତ କରିବାକୁ…

ବାଇଡେନ୍ ଓ ଟ୍ରମ୍ପଙ୍କ ବ୍ୟଙ୍ଗାତ୍ମକ ଭାଇରାଲ୍ ଭିଡିଓ

ଭୁବନେଶ୍ୱର: ଚଳିତବର୍ଷ ଆମେରିକା ନିର୍ବାଚନ ଫଳାଫଳ ନିଶ୍ଚିତ ଭାବେ ଏକ ଆଲୋଚ୍ୟ ବିଷୟ ପାଲଟିଛି । ରାଷ୍ଟ୍ରପତି ପଦବୀରୁ ଡେମୋକ୍ରାଟ୍ ପ୍ରାର୍ଥୀ ବାଇଡେନ୍ ଆଉ ମାତ୍ର ଇଂଚେ ଦୂରରେ ଥିଲାବେଳେ ଡିସିସନ୍ ଡେସ୍କ ଏଚ୍‌କ୍ୟୁ କିନ୍ତୁ ପ୍ରଥମ ଆଉଟଲେଟ୍ ଭାବେ ତାଙ୍କୁ ବିଜେତା ଘୋଷଣା କରିସାରିଛି ।…