Latest Odisha News
Browsing Tag

Big B

ବିଗ୍ ବି ଅମିତାଭ୍ ବଚନଙ୍କ ଟ୍ବିଟ୍ ହେଲା ଭାଇରାଲ: ଇଣ୍ଡିଆ ହେବକି ଭାରତ ?!

ନୂଆଦିଲ୍ଲୀ: ଦେଶର ଇଂରାଜୀ ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। କାରଣ ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କୁ ନିମନ୍ତ୍ରଣ କରିବା ପାଇଁ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ପରିବର୍ତ୍ତେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାହୋଇଛି । ଯାହାକୁ ନେଇ ଏବେ ଜୋରଦାର ଆଲୋଚନା…

ଅମିତାଭଙ୍କ କୁନି ଫ୍ୟାନ; ପାଦ ଛୁଇଁବା ପାଇଁ ଭାଙ୍ଗିଲା ସୁରକ୍ଷା ବଳୟ

ମୁମ୍ବାଇ: ବଲିଓଡର ବିଗ ବି ତଥା ମେଗାଷ୍ଟାର  ଅମିତାଭ ବଚ୍ଚନଙ୍କ ପାଇଁ ତାଙ୍କର ଫ୍ୟାନ୍ସ ପାଗଳ । ଏକଥା ଆମେ ଜାଣୁ । କିନ୍ତୁି ଏମିତି ପାଗଳ..! ବିଗ୍ ବିଙ୍କର ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ମାନେ ତାଙ୍କର ଘର ସାମ୍ନାରେ ପ୍ରତିଦିନ ଛିଡା ହୋଇଥାନ୍ତି । ଅମିତାଭ ବି ତାଙ୍କ ଫ୍ୟାନ୍ସଙ୍କ…

ସମାରିଟାନରେ ବିଗ୍ ବି ଅମିତାଭ; ଅବିକଳ ସିଲ୍ଭେସ୍ଟର ଷ୍ଟେଲନ

ଭୁବନେଶ୍ୱର: ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଥିବା ୱେବସିରିଜ ସମାରିଟାନରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦେଖିଛନ୍ତି ଫ୍ୟାନ୍ । ବୁଧବାର ସମାରିଟାନର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ରିଲିଜର ପ୍ରଥମ ଦିନରେ ଲକ୍ଷାଧିକ ଫ୍ୟାନ୍ ଏହାକୁ ଦେଖିଛନ୍ତି । ଟ୍ରେଲର ରିଭିୟୁରେ କିଛି…

ଦୀପାବଳି ଅବସରରେ ବିଦେଶରେ ବିଗ୍‌ ବିଙ୍କ ପିତାଙ୍କୁ ମିଳିଲା ବିଶେଷ ସମ୍ମାନ

ନୂଆଦିଲ୍ଲୀ: ଶତାବ୍ଦୀର ଶତବାର୍ଷିକୀ ଅମିତାଭ ବଚ୍ଚନ ଦୀପାବଳିରେ ଏକ ଖୁସି ଖବର ପାଇଲେ। ଯାହା ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ଦୀପାବଳିରେ ଅମିତାଭଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କୁ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଯେଉଁଥିପାଇଁ ବିଗ୍ ବି ନିଜ ଖୁସି ବ୍ୟକ୍ତ କରିଥିଲେ।…

ବୟସ ହାର ମାନିଛି ବିଗ୍ ବିଙ୍କ ପାଖରେ

ଭୁବନେଶ୍ୱର: ଆଜି ୭୮ ବର୍ଷରେ ପାଜ ଦେଲେ ମହାନାୟକ ଅମିତାଭ ବଚ୍ଚନ । କିନ୍ତୁ ବୟସ ତାଙ୍କ ପାଇଁ ଯେମିତି ଖାଲି ଗୋଟିଏ ନମ୍ବର । ଆଜି ବି ସେ ଆକ୍ଟିଭ୍ ଆଉ ୟଙ୍ଗ । ସାଧାରଣତଃ ଦେଖାଯାଏ ବୟସ ବଢିଲେ ଲୋକେ ଟିକେ ମାନ୍ଦା ହୋଇଯାଆନ୍ତି । କାମରୁ ବିରତି ବି ନିଅନ୍ତି । କିନ୍ତୁ ଏସବୁର ବ୍ୟତିକ୍ରମ…

ଦିବଂଗତ ନେତା ଅମର ସିଂଙ୍କ ପରଲୋକରେ ଶୋକପ୍ରକାଶ କଲେ ବିଗ୍ ବି

ମୁମ୍ବାଇ: କରୋନା ଆକ୍ରାନ୍ତ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନ ଗତ କିଛି ଦିନ ହେଲା ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୋସିଆଲ ମିଡିଆରେ ତାଙ୍କର ଏକ ଭିନ୍ନ ଫଟୋ ଦେଖିବାକୁ ମିଳିଛି । ତାଙ୍କ ପୂର୍ବତନ ବନ୍ଧୁ ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଦେହାନ୍ତର କିଛି ସମୟ…