୨୫ ଲକ୍ଷର ରସୁଣ ଲୁଟିନେଲେ
ଗୟା: ଗୟା ଜିଲ୍ଲା ଆମାସ୍ ଥାନା ଅଞ୍ଚଳର ଅକାଉନା ମୋଡ୍ ସ୍ଥିତ ଏକ ଗୋଦାମରୁ ରସୁଣ ଏବଂ ଅଟା ଲୁଟି ନେଇଛନ୍ତି ଲୁଟେରା। ଏହି ଅପରାଧୀମାନେ ବାଇକ୍ କିମ୍ବା କାରରେ ନୁହେଁ ବରଂ ଏକ ଟ୍ରକ ନେଇ ପହଞ୍ଚିଥିଲେ।
ଗୋଦାମ ମାଲିକ ଶେଖ ଅବଦୁଲ୍ଲାଙ୍କ ଅନୁଯାୟୀ ପ୍ରାୟ ୧୫ରୁ ୨୦ ଜଣ ସଶସ୍ତ୍ର ଅପରାଧୀ ଏକ…