କବିତା : ଅନ୍ନପୂର୍ଣ୍ଣା
ବିଜୟ ଚନ୍ଦ୍ର ପ୍ରଧାନ
ଆଦିମ କାଳରୁ ଅଦ୍ୟାବଧି ଦେଖ
ମାର୍ଗଶିର ଗୁରୁବାରେ,
ଧୂପ ନୈବେଦ୍ୟରେ ସକଳ ଗୃହରେ
ପୁଜା ପାଅ ନିରନ୍ତରେ।
ସାଗର ମନ୍ଥନୁ ତୁମ ଆବିର୍ଭାବ
ତେଣୁ ସାଗର ଦୁହିତା,
ଏ ଧରା ଧାମକୁ ଧନ ଖାଦ୍ୟ ବାସ
ସବୁ ତୁମ୍ଭ ମହାନତା।
ଶ୍ରୀୟା ଭକତିରେ ସନ୍ତୁଷ୍ଟ ହୋଇ ଯେ…